#ପ୍ରକୃତିବନ୍ଧୁ_ସୁମନ୍ତ_ଜେନାଙ୍କ_ମହାନତା ।
ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଜଳକା ନଦୀ ବିଭୀଷିକା ଭିତରେ କୁଡିଆ ପଞ୍ଚାୟତ ଓ ବାସୁଚକୁରାଇ ପଞ୍ଚାୟତ ରେ ବନ୍ୟା ଜଳବନ୍ଦୀ ଘେରରେ ପରିବାରକୁ ସୁଖିଲା ଖାଦ୍ୟ ବଣ୍ଟନ କଲୁ ।
#flood #newsfeed #BASTA #heavyrain #balasore
Mahima TV
Basta, Balasore | Aug 15, 2026