#ବିପଦ_ସଂକେତ_ଉପରେ_ସୁବର୍ଣ୍ଣ_ରେଖା_ନଦୀ*
ବସ୍ତା ବ୍ଲକ ସୁବର୍ଣ୍ଣ ରେଖା ନଦୀ ର କାଦ୍ରାଇଁଆ ନିକଟସ୍ଥ କବର ପଦା ନିକଟରେ ନଦୀ ବନ୍ଧ ଦୁର୍ବଳ ହୋଇ ପ୍ରାୟ ୫୦ଫୁଟ ଲମ୍ବର ନଦୀ ଗର୍ଭ କୁ ଅତଡ଼ା ଖସୁଛି। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର,ବାଲେଶ୍ଵର ଅତିରିକ୍ତ ଜିଲ୍ଲା ପାଳ, ବସ୍ତା ତହସିଲଦାର୍ ସୁଶାନ୍ତ ପଟ୍ଟନାୟକ, ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ।
#flooding #riverside #BASTA #balasore #SubarnarekhaRiver CMO Odisha Mahima TV Goutambuddha Das
Basta, Balasore | Aug 15, 2026