Public App Logo
Profile Picture

Mahima tv

@mahimatv
318Followers
1Following
ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ଏମିତି ଖୁସି ରେ ନାଚିଲେ ବିଜେଡି ର୍କମୀ 
Naveen Patnaik Rajesh Behera Rajesh Giri Ajit Kumar Sahoo Journalist Mahadev Das Rajkishore Behera Jyoti Prakash Panigrahi Debi Prasad Mishra
ବସ୍ତା ଏନଏସି ପାଇଁ କଂଗ୍ରେସର ନୂତନ କମିଟି ଘୋଷଣା ।
ସାମ୍ବାଦିକ ସମ୍ମିଳନୀରେ ଦେଲେ ବାଲେଶ୍ଵର ଜିଲ୍ଲା ଉପସଭାପତି ଇଂ ସୁଧାଂଶୁ ଶେଖର ଜେନା ।
Mahima TV <nis:link nis:type=tag nis:id=basta nis:value=basta nis:enabled=true nis:link/> <nis:link nis:type=tag nis:id=congressparty nis:value=CongressParty nis:enabled=true nis:link/> <nis:link nis:type=tag nis:id=pressmeet nis:value=pressmeet nis:enabled=true nis:link/> 
Rabinarayan Satpathy
<nis:link nis:type=tag nis:id=ବସ୍ତା_ନିର୍ବାଚନ_ମଣ୍ଡଳୀରେ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା nis:value=ବସ୍ତା_ନିର୍ବାଚନ_ମଣ୍ଡଳୀରେ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା nis:enabled=true nis:link/>
ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରୁ ରାଜ୍ୟବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ପରିପ୍ରେକ୍ଷୀରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରେ ଏକ ସଭା ଓ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ବସ୍ତା ବ୍ଲକର ପୂର୍ବତନ ମହିଳା ବିଜେଡି ସଭାପତି ଲିପିକା ରାଉଳ ପୁଣିଥରେ ଦଳକୁ ଫେରିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହୋଇଥିଲା।
ସୂଚନା ଅନୁଯାୟୀ ବସ୍ତା ବ୍ଲକର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ଆଜି ଘର ବାହୁଡ଼ା ହୋଇଛନ୍ତି।ସେ ବିଗତ ଦିନରେ ଯେତେବେଳେ ବସ୍ତା ବିଧାୟାକା ସୁବାସିନୀ ଜେନା ଦଳବିରୋଧୀ କାର୍ଯ୍ୟପାଇଁ ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ବିଜୁଜନତା ଦଳରୁ ବିହାଷ୍କାର କରିଥିଲେ। ସେତେବେଳେ ଶ୍ରୀମତୀ ରାଉଳ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ନବୀନ ପଟ୍ଟନାୟକ ସ୍ୱଚ୍ଛନିର୍ମଳ ଶାସନ ତାଙ୍କ ପ୍ରତି ଭଲପାଇବା ଜାଣିପାରି ଆଜିର ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ପୁଣିଥରେ ଦଳୀୟ ଶିବିରକୁ ଫେରିଥିବା ନେଇ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।ପରେ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଗାନ୍ଧୀଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବସ୍ତା ବ୍ଲକ ବିଜେଡି ସଭାପତି ମହାଦେବ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରି, ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ, ବସ୍ତା ଏନ୍‌ଏସି ସଭାପତି କମଳାକାନ୍ତ ବେହେରା, ସୁବୋଧ କୁମାର ରାଉଳ, ପୂର୍ଣ୍ଣଚନ୍ଦ୍ର ଜେନା, ଯୁବନେତା ଦାମୋଦର ଦାସ, ଯୁବନେତା ରାଜେଶ କୁମାର ଗିରି, ରାଜକିଶୋର ବେହେରା, ସୁରେନ୍ଦ୍ର ସେଠୀ, ଦେବେନ୍ଦ୍ର ବେହେରା, ଅଖିଳ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।ସଭାରେ ବକ୍ତାମାନେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଏକତାବଦ୍ଧ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବସ୍ତା ଓ ବାଲିଆପାଳ ପଞ୍ଚାୟତ ସମିତି ସମେତ ନୂତନ ଭାବେ ଘୋଷିତ ବସ୍ତା ଏନ୍‌ଏସିରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ବକ୍ତାମାନେ ବର୍ତ୍ତମାନର ବିଜେପି ସରକାରଙ୍କ ଅଢ଼େଇ ବର୍ଷର ଶାସନକାଳକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟପ୍ରଣାଳୀ ଉପରେ ମତାମତ ରଖିଥିଲେ।ସଭାରେ ବହୁ ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଯୁବ, ଛାତ୍ର ଓ ମହିଳା ବିଜେଡିର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।

<nis:link nis:type=tag nis:id=mahimatv nis:value=mahimatv nis:enabled=true nis:link/> <nis:link nis:type=tag nis:id=basta nis:value=basta nis:enabled=true nis:link/> <nis:link nis:type=tag nis:id=bastaprimarytatakquality nis:value=BastaPrimaryTatakQuality nis:enabled=true nis:link/> 
Naveen Patnaik Rajesh Behera Rajkishore Behera Mahadev Das Jyoti Prakash Panigrahi Debi Prasad Mishra Ipshitaa Sahoo Biju Janata Dal Odisha Kanak News
<nis:link nis:type=tag nis:id=ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା nis:value=ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା nis:enabled=true nis:link/> ।
ବସ୍ତା ନିର୍ବାଚନ ମଣ୍ଡଳୀରେ ଆଜି ଗାନ୍ଧଜୟନ୍ତି ଅବସରରେ ମଥାନୀ କଟି ପୋଲ ନିକଟରୁ ଏକ ପଦଯାତ୍ରା ବାହାରି ଗାନ୍ଧିଛକ କରେ ପହଞ୍ଚି  ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।।ବସ୍ତା ନିର୍ବାଚନ ମଣ୍ଡଳୀ  ସଂଯୋଜକ ଓ ବସ୍ତା ବ୍ଲକ ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।।

Ajit Kumar Sahoo Journalist Mahima TV Naveen Patnaik Mahadev Das Kanak News Rabinarayan Satpathy Jyoti Prakash Panigrahi BYJD BASTA Debi Prasad Mishra Biju Janata Dal Odisha Ipshitaa Sahoo Rajesh Giri
Video 4
ଘର ବାହୁଡିଲେ ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ।

<nis:link nis:type=tag nis:id=fightcoronavirus nis:value=fightcoronavirus nis:enabled=true nis:link/> <nis:link nis:type=tag nis:id=fypシ゚viralシfypシ゚viralシalシfollowerfypシviral nis:value=fypシ゚viralシfypシ゚viralシalシfollowerfypシviral nis:enabled=true nis:link/> 
<nis:link nis:type=tag nis:id=mahimatv nis:value=mahimatv nis:enabled=true nis:link/> <nis:link nis:type=tag nis:id=basta nis:value=BASTA nis:enabled=true nis:link/> <nis:link nis:type=tag nis:id=bjd nis:value=bjd nis:enabled=true nis:link/> <nis:link nis:type=tag nis:id=balasore nis:value=balasore nis:enabled=true nis:link/>

@topfans Naveen Patnaik Biju Janata Dal Odisha Debi Prasad Mishra Ipshitaa Sahoo Jyoti Prakash Panigrahi Anupam Mohanty
ବସ୍ତା ନିର୍ବାଚନ ମଣ୍ଡଳୀରେ ଘରକୁ ବାହୁଡିଲେ ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ।
<nis:link nis:type=tag nis:id=ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା nis:value=ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା nis:enabled=true nis:link/> ।
ଖୁସିରେ ନାଚିଲେ ମଥାନୀ ପଞ୍ଚାୟତ ର ସଭାପତି ଦେବେନ୍ଦ୍ର ବେହେରା

Mahima TV  Naveen Patnaik Mahadev Das  Kanak News  Rabinarayan Satpathy  Jyoti Prakash Panigrahi  BYJD BASTA Debi Prasad Mishra Biju Janata Dal Odisha  Ipshitaa Sahoo Ajit Kumar Sahoo Journalist Rajesh Giri
Rajesh Behera Rajkishore Behera
Video 8
<nis:link nis:type=tag nis:id=ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା nis:value=ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା nis:enabled=true nis:link/> ।
ବସ୍ତା ନିର୍ବାଚନ ମଣ୍ଡଳୀରେ ଆଜି ଗାନ୍ଧଜୟନ୍ତି ଅବସରରେ ମଥାନୀ କଟି ପୋଲ ନିକଟରୁ ଏକ ପଦଯାତ୍ରା ବାହାରି ଗାନ୍ଧିଛକ କରେ ପହଞ୍ଚି  ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।।ବସ୍ତା ନିର୍ବାଚନ ମଣ୍ଡଳୀ  ସଂଯୋଜକ ଓ ବସ୍ତା ବ୍ଲକ ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।।

Ajit Kumar Sahoo Journalist Mahima TV Naveen Patnaik Mahadev Das Kanak News Rabinarayan Satpathy Jyoti Prakash Panigrahi BYJD BASTA Debi Prasad Mishra Biju Janata Dal Odisha Ipshitaa Sahoo Rajesh Giri
Video 10
<nis:link nis:type=tag nis:id=କ୍ଲଷ୍ଟର_ସ୍ତରୀୟ_ଶିଶୁ_ସୁରଭି_ମହୋତ୍ସବ_ଅନୁଷ୍ଠିତ nis:value=କ୍ଲଷ୍ଟର_ସ୍ତରୀୟ_ଶିଶୁ_ସୁରଭି_ମହୋତ୍ସବ_ଅନୁଷ୍ଠିତ nis:enabled=true nis:link/> । 

ବସ୍ତା ବ୍ଲକ ବେଲି  କ୍ଲଷ୍ଟର ଅଧିନସ୍ଥ ଆମ୍ବକୁଡ଼ୁଚି ନୋଡାଲ ଉପ୍ରା ବିଦ୍ୟାଳୟ  ପରିସରରେ ଶିଶୁ ପ୍ରତିଭା ର ନିଆରା କାର୍ଯ୍ୟକ୍ରମ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମକୁ ସିଆରସିସି ତପନ କୁମାର ସେଣ ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରଘୁନାଥ ପୁର ପଞ୍ଚାୟତର  ସରପଞ୍ଚ ଅନନ୍ତ କୁମାର ବାରିକ୍  ଯୋଗ ଦେଇଥିଲେ ସେହିପରି  ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବିଜୟ କୁମାର ନନ୍ଦ, ସମ୍ମାନିୟ  ଅତିଥି ଭାବେ ସମିତି ସଭ୍ୟା ପଙ୍କଜିନୀ ପାଳ, ସମାଜସେବୀ ସରୋଜ ପାଳ, ଅବସର ପ୍ରାପ୍ତ ଶିକ୍ଷକ ପରମାନନ୍ଦ ଦାସ, ଶିକ୍ଷକ ଅଖୟ କୁମାର ଜେନା, ଲମ୍ବୋଦର ଟୁଡୁ, ଶିବ ଶଙ୍କର ଜେନା, ଚିନ୍ମୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ  ସୁରଭି କାର୍ଯ୍ୟକ୍ରମ ର ଆବଶ୍ୟକତା ଉପାଦେୟତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥି ଙ୍କ ଦ୍ଵାରା  କୃତି ଛାତ୍ର ଛାତ୍ରୀ ଙ୍କୁ  ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷକ ସୁଚନ୍ଦନ ଖିଲାର  ଧନ୍ୟବାଦ ଅର୍ପଣ କରିଥିଲେ।
Mahima TV BYJD BASTA <nis:link nis:type=tag nis:id=basta nis:value=Basta nis:enabled=true nis:link/>
<nis:link nis:type=tag nis:id=କ୍ଲଷ୍ଟର_ସ୍ଥରିୟ_ସୁରଭି_କାର୍ଯ୍ୟକ୍ରମ_ଅନୁଷ୍ଠିତ nis:value=କ୍ଲଷ୍ଟର_ସ୍ଥରିୟ_ସୁରଭି_କାର୍ଯ୍ୟକ୍ରମ_ଅନୁଷ୍ଠିତ nis:enabled=true nis:link/> !!

<nis:link nis:type=tag nis:id=mahimata nis:value=mahimata nis:enabled=true nis:link/> <nis:link nis:type=tag nis:id=bastaprimarytatakquality nis:value=BastaPrimaryTatakQuality nis:enabled=true nis:link/> <nis:link nis:type=tag nis:id=bastaleohamloykaayo nis:value=BASTALEOHAMLOYKAAYO nis:enabled=true nis:link/> <nis:link nis:type=tag nis:id=basta nis:value=BASTA nis:enabled=true nis:link/> Mahima TV Ajit Kumar Sahoo Journalist Dinabandhu Pradhan Kanak News
ବସ୍ତା ଏନଏସି ପାଇଁ କଂଗ୍ରେସର ନୂତନ କମିଟି ଘୋଷଣା ।
ସାମ୍ବାଦିକ ସମ୍ମିଳନୀରେ ଦେଲେ ବାଲେଶ୍ଵର ଜିଲ୍ଲା ଉପସଭାପତି ଇଂ ସୁଧାଂଶୁ ଶେଖର ଜେନା ।
Mahima TV <nis:link nis:type=tag nis:id=basta nis:value=basta nis:enabled=true nis:link/> <nis:link nis:type=tag nis:id=congressparty nis:value=CongressParty nis:enabled=true nis:link/> <nis:link nis:type=tag nis:id=pressmeet nis:value=pressmeet nis:enabled=true nis:link/> 
@top fans Sudhanshu Shekhar Jena Rabinarayan Satpathy
ଆସନ୍ତାକାଲି ବସ୍ତା ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା ।
ମଥାନୀ କଟିପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରୁ ଗାନ୍ଧିଛକ ପର୍ଯ୍ୟନ୍ତ। Naveen Patnaik
ପେଟ୍ରୋଲ ପକାଇ ବାଇକ ଉପହାର ପାଇଲେ ।
ଷ୍ଟାଲିନ୍ ଫିଲିଙ୍ଗ୍ ଷ୍ଟେସନ ଲକି ପ୍ରଥମ ଗ୍ରାହକ ପାଇଲେ ବାଇକ ।
<nis:link nis:type=tag nis:id=mahimatv nis:value=mahimatv nis:enabled=true nis:link/> <nis:link nis:type=tag nis:id=basta nis:value=basta nis:enabled=true nis:link/> <nis:link nis:type=tag nis:id=balasore nis:value=balasore nis:enabled=true nis:link/>

@top fans Anupam Mohanty A1TV Odisha
<nis:link nis:type=tag nis:id=ବିଜୁଜନତା_ଦଳ_ପ୍ରସ୍ତୁତି_ବୈଠକ nis:value=ବିଜୁଜନତା_ଦଳ_ପ୍ରସ୍ତୁତି_ବୈଠକ nis:enabled=true nis:link/>  ।

ବସ୍ତା ର୍ନିବାଚନ ମଣ୍ଡଳୀ ର ବିଜୁଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।।
ଅକ୍ଟୋବର ୨ ଗାନ୍ଧୀଜୟନ୍ତି ଅବସରରେ ଏକ ବିଶାଳ ପଦଯାତ୍ରା କଟିପୋଲ ନିକଟରୁ ସକାଳ ୯ଟା ସମୟରେ ବାହାରି ଗାନ୍ଧିଛକ ନିକଟରେ ଗାନ୍ଧୀଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ଆଲୋଚନା କରାଯାଇଛି ।
<nis:link nis:type=tag nis:id=bjd nis:value=bjd nis:enabled=true nis:link/> <nis:link nis:type=tag nis:id=basta nis:value=BASTA nis:enabled=true nis:link/> <nis:link nis:type=tag nis:id=balasore nis:value=balasore nis:enabled=true nis:link/> 
Naveen Patnaik Debasis Kar @topfans
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ବସନ୍ତପୁର ଓ ଟିଗିରିଆ ଅନୁଷ୍ଠିତ

ବାଲେଶ୍ୱର ଜିଲ୍ଲା  ବସ୍ତା ବ୍ଲକ ବସନ୍ତପୁର ଓ ସାନଖୁଡି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଚାଷୀପଡା ଗ୍ରାମ ସ୍ଥିତ କାଶୀଶ୍ୱର ଉଚ୍ଚ ଵିଦ୍ୟାଳୟ ଓ ଫୁଲମଣୀ ବିଦ୍ୟାପୀଠ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାସନ୍ତପୁର ରେ ସିଆରସିସି ଗଣେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ବାରିକ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ବନ୍ଦନା ସେଠୀ ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଶିଷ୍ଠ ଅତିଥି ଭାବେ ପ୍ରଧାନ ଶିକ୍ଷକ ନିଳମାଧବ ଘୋଷ ମହାପାତ୍ର,ନାରାୟଣ କିସ୍କୁ, ରମେଶ ଚନ୍ଦ୍ର ଦାସ,ଉମାକାନ୍ତ ପଣ୍ଡା,ବିଦ୍ୟାଳୟର ଚିୟାର ମ୍ୟାନ ଅକ୍ଷୟ ସେନାପତି, ଅକ୍ଷୟ କୁମାର ଦତ୍ତ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ୧୪ ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ସେହିପରି ଟିଗିରିଆ ଫୁଲମଣୀ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ତଥା ବସ୍ତା ଏ ବି ଓ ମିହିର କୁମାର ଦାସ, ମୁଖ୍ୟ ବକ୍ତା ଭାବେ ସୁଧାଂଶୁ ଶେଖର ଜେନା, ସି ଆର ସି ସି ଭୋଳାନାଥ ବେହେରା ପ୍ରମୁଖ ଯୋଗ ଦେଇ ଅବିଭାଷଣ ରଖିଥିଲେ.ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଦେଇ ପୁରସ୍କୃତ କରିବା ସହ 'ସୁରଭି' ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବ ବୋଲି ଅତିଥି
ମାନେ ପ୍ରକାଶ କରିଥିଲେ।
Mahima TV Ajit Kumar Sahoo Journalist Dinabandhu Pradhan Dillip Dandapat
<nis:link nis:type=tag nis:id=ବିଜୁଜନତା_ଦଳର_ବିଶାଳ_ପଦଯାତ୍ରା nis:value=ବିଜୁଜନତା_ଦଳର_ବିଶାଳ_ପଦଯାତ୍ରା nis:enabled=true nis:link/>  ¡¡

ଅକ୍ଟୋବର ୨ ଗାନ୍ଧୀଜୟନ୍ତି ଅବସରରେ ଏକ ବିଶାଳ ପଦଯାତ୍ରା କଟିପୋଲ ନିକଟରୁ ସକାଳ ୯ଟା ସମୟରେ ବାହାରିବ ।
 ବହୁ ସଂଖ୍ୟା ଯୋଗଦେବା ପାଇଁ ବିଜୁଜନତା ଦଳର ବ୍ଲକ ସଭାପତି ଅନୁରୋଧ କରିଛନ୍ତି  ।

Naveen Patnaik Ajit Kumar Sahoo Journalist Rajkishore Behera Rabinarayan Satpathy BYJD BASTA Anupam Mohanty Debasis Kar Ipshitaa Sahoo Raghunath Mohanty Mahadev Das Biju Janata Dal Odisha Jyoti Prakash Panigrahi Debi Prasad Mishra
ବିଜୁଜନତା ଦଳର ପକ୍ଷରୁ ବିଧାନସଭା ଘେରୋଉ
<nis:link nis:type=tag nis:id=ଜଳେଶ୍ଵର_ଘଟଣା! nis:value=ଜଳେଶ୍ଵର_ଘଟଣା! nis:enabled=true nis:link/>
<nis:link nis:type=tag nis:id=ବାପ_ପୁଅ_ଟଙ୍କା_ବିବାଦ_ଘଟଣା nis:value=ବାପ_ପୁଅ_ଟଙ୍କା_ବିବାଦ_ଘଟଣା nis:enabled=true nis:link/> ।
<nis:link nis:type=tag nis:id=ଗୁଜବ_ଅଡିଓ_ଭାଇରାଲ_ପଛରେ_କାରଣ_କଣ nis:value=ଗୁଜବ_ଅଡିଓ_ଭାଇରାଲ_ପଛରେ_କାରଣ_କଣ nis:enabled=true nis:link/> !
<nis:link nis:type=tag nis:id=ସାମ୍ବାଦିକ_ସମ୍ମିଳନୀରେ_ଟଙ୍କା_କାରବାର nis:value=ସାମ୍ବାଦିକ_ସମ୍ମିଳନୀରେ_ଟଙ୍କା_କାରବାର nis:enabled=true nis:link/> !
<nis:link nis:type=tag nis:id=ଟଙ୍କା_ନେଣେଦେଣେକୁ_ନେଇ_ଅଭିଯୋଗ_ଭିତ୍ତିହୀନ_କହିଲେ_ବାପା nis:value=ଟଙ୍କା_ନେଣେଦେଣେକୁ_ନେଇ_ଅଭିଯୋଗ_ଭିତ୍ତିହୀନ_କହିଲେ_ବାପା nis:enabled=true nis:link/>
<nis:link nis:type=tag nis:id=newsfeed nis:value=newsfeed nis:enabled=true nis:link/> <nis:link nis:type=tag nis:id=viralaudio nis:value=viralaudio nis:enabled=true nis:link/> <nis:link nis:type=tag nis:id=balasore nis:value=balasore nis:enabled=true nis:link/> <nis:link nis:type=tag nis:id=jaleswar nis:value=Jaleswar nis:enabled=true nis:link/>
ଲୋୟର ପିଏମଜିରେ ବିଜେଡିର ଜୋରଦାର ଶକ୍ତି ପ୍ରଦର୍ଶନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ । ଧାରଣାସ୍ଥଳରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର ବିଜେଡି କର୍ମୀ । MMDR ଆଇନ ସଂଶୋଧନକୁ ନେଇ ଓଡ଼ିଶାର ଅଧିକାର ଓ ସ୍ୱାର୍ଥ ପ୍ରସଙ୍ଗ ଉଠାଇଲା ବିଜେଡି । ମାତୃଭୂମି ପ୍ରତି ବିଜେପି ନେତା ଅନ୍ୟାୟ କରିଥିବା ଅଭିଯୋଗ ଆଣିଲେ ସୁଜାତା ରାଉତ । MMDR ଆଇନ ବିରୋଧରେ ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିବାଦ । ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି ବୋଲି କହିଲେ ନବୀନ । ଓଡ଼ିଶାର ଖଣି ଓ ଜମି ଉପରେ ଓଡ଼ିଶାବାସୀଙ୍କ ଅଧିକାର ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ।

<nis:link nis:type=tag nis:id=bjd nis:value=BJD nis:enabled=true nis:link/> <nis:link nis:type=tag nis:id=naveenpatnaik nis:value=NaveenPatnaik nis:enabled=true nis:link/> <nis:link nis:type=tag nis:id=mmdract nis:value=MMDRAct nis:enabled=true nis:link/> <nis:link nis:type=tag nis:id=mmdramendment nis:value=MMDRAmendment nis:enabled=true nis:link/> <nis:link nis:type=tag nis:id=bjdprotest nis:value=BJDProtest nis:enabled=true nis:link/> <nis:link nis:type=tag nis:id=lowerpmg nis:value=LowerPMG nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/>
Video 22
ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି ।
Naveen Patnaik
<nis:link nis:type=tag nis:id=ବଡ଼_ଖବର: nis:value=ବଡ଼_ଖବର: nis:enabled=true nis:link/> 
<nis:link nis:type=tag nis:id=ସ୍ଥଗିତ_ହେଲା_ବ୍ୟାଙ୍କ_ଧର୍ମଘଟ, nis:value=ସ୍ଥଗିତ_ହେଲା_ବ୍ୟାଙ୍କ_ଧର୍ମଘଟ, nis:enabled=true nis:link/> 
IBA–UFBU ବୈଠକ ପରେ ନିଷ୍ପତ୍ତି 
ବ୍ୟାଙ୍କ ଧର୍ମଘଟକୁ ନେଇ ଆସିଲା ବଡ଼ ଖବର । ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ କରାଯାଇଛି । ରବିବାର ରାତି ୯ଟା ୩୦ରେ Indian Banks' Association (IBA) ଓ United Forum of Bank Unions (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଧର୍ମଘଟ ଆଉ ହେବ ନାହିଁ ।
ବୈଠକରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଦୀର୍ଘଦିନର ଦାବି ସମେତ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବିଶେଷକରି ଅବଶିଷ୍ଟ ଶନିବାରଗୁଡ଼ିକୁ ଛୁଟି ଘୋଷଣା କରିବା ପ୍ରସଙ୍ଗରେ IBA ଓ UFBU ମଧ୍ୟରେ ସହମତି ଅନୁସାରେ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବ ଏବଂ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବ। ବିଶେଷକରି ବ୍ୟାଙ୍କ ଗ୍ରାହକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ପାଇଁ ଗ୍ରହଣୀୟ ସମାଧାନ ବାହାର କରିବାକୁ କମିଟି କାମ କରିବ।

ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ, କାରଣ ବ୍ୟାଙ୍କ କ୍ଷେତ୍ରରେ ୫ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ପାଇଁ ସମସ୍ତ ଶନିବାରକୁ ଛୁଟି ଦେବା ଦାବି ଦୀର୍ଘଦିନ ଧରି ରହିଛି । ଏହାର ଅନ୍ତିମ ରୂପ ନେଇ ଏବେ ଉଚ୍ଚସ୍ତରୀୟ କମିଟି ଆଲୋଚନା କରିବ । ସେହିପରି Performance Linked Incentive (PLI) Schemeକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଶେଷକରି Scale IV ଓ ତା'ଠାରୁ ଉପର ପାହ୍ୟାର ଅଧିକାରୀଙ୍କ ପାଇଁ ଲାଗୁ ହେଉଥିବା PLI Schemeରେ ପରିବର୍ତ୍ତନ ନେଇ ଆଲୋଚନା ଆରମ୍ଭ ହେବ। ୟୁନିୟନ୍ ଓ ଆସୋସିଏସନ୍‌ଗୁଡ଼ିକ ଉଠାଇଥିବା ଆପତ୍ତିକୁ ବିଚାର କରି IBA ପକ୍ଷରୁ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେବା ଦିଗରେ ଆଗକୁ ବଢ଼ାଯିବ।

ଏହାସହ ୮ ମାର୍ଚ୍ଚ ୨୦୨୪ର ମିନିଟ୍‌ସରେ ଉଲ୍ଲେଖ ଥିବା ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକ ମଧ୍ୟ IBA ଓ UFBU ମଧ୍ୟରେ ଆଲୋଚନା ହେବ। ଏହି ବକେୟା ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିବେ। ଏସବୁ ପ୍ରସଙ୍ଗରେ ଆଲୋଚନା ଓ ସମାଧାନ ପାଇଁ ରାସ୍ତା ଖୋଲିବା ପରେ UFBU ପକ୍ଷରୁ ପ୍ରସ୍ତାବିତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଏବଂ ଧର୍ମଘଟକୁ ସ୍ଥଗିତ ରଖିବାକୁ ସହମତି ଦିଆଯାଇଛି। ତେଣୁ ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ଧର୍ମଘଟ ବର୍ତ୍ତମାନ ହେବ ନାହିଁ । ଉଲ୍ଲେଖଯୋଗ୍ୟ, ଧର୍ମଘଟ ହେଲେ ବ୍ୟାଙ୍କ ଶାଖାର ସାଧାରଣ କାରବାର ପ୍ରଭାବିତ ହେବାର ଆଶଙ୍କା ଥିଲା । ବିଶେଷକରି ସେପ୍ଟେମ୍ବର ଶେଷ ତାରିଖ ହୋଇଥିବାରୁ ବ୍ୟାଙ୍କିଂ କାରବାର ଉପରେ ଏହାର ପ୍ରଭାବ ନେଇ ଗ୍ରାହକ ଓ ବ୍ୟାଙ୍କ କ୍ଷେତ୍ରରେ ଚିନ୍ତା ରହିଥିଲା । ଏବେ ଧର୍ମଘଟ ସ୍ଥଗିତ ହେବା ପରେ ଏହି ଆଶଙ୍କା ଦୂର ହୋଇଛି । 
<nis:link nis:type=tag nis:id=bank nis:value=Bank nis:enabled=true nis:link/> <nis:link nis:type=tag nis:id=strike nis:value=strike nis:enabled=true nis:link/> <nis:link nis:type=tag nis:id=todaysnews nis:value=Todaysnews nis:enabled=true nis:link/> <nis:link nis:type=tag nis:id=bankstrike nis:value=BankStrike nis:enabled=true nis:link/> 
Mahima TV