Public App Logo
#ପ୍ରକୃତିବନ୍ଧୁ_ସୁମନ୍ତ_ଜେନାଙ୍କ_ମହାନତା । ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଜଳକା ନଦୀ ବିଭୀଷିକା ଭିତରେ କୁଡିଆ ପଞ୍ଚାୟତ ଓ ବାସୁଚକୁରାଇ ପଞ୍ଚାୟତ ରେ ବନ୍ୟା ଜଳବନ୍ଦୀ ଘେରରେ ପରିବାରକୁ ସୁଖିଲା ଖାଦ୍ୟ ବଣ୍ଟନ କଲୁ । #flood #newsfeed #BASTA #heavyrain #balasore Mahima TV - Basta News