Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

#ତ୍ରିରଙ୍ଗା_ପତାକାକୁ_ଅସମ୍ମାନ #ଆଜି_ସ୍ବାଧିନତା_ଦିବସ । ୮୦ତମ ସ୍ବାଧିନତା ଦିବସରେ ବସ୍ତା ବାଉଁଶମୁଖା ଅଙ୍ଗନବାଡି କେନ୍ଦ୍ର ରେ ପତାକା ଉତ୍ତୋଳନ କରି ସଙ୍ଗେସଙ୍ଗେ ଖୋଲି ନେଇ ପଳାଇଲେ ଦିଦି ।। #15august #BASTA #balasore #happyindipendenceday #indipandanceday Mahima TV Ajit Kumar Sahoo Journalist CMO Odisha #dmbalasore #spbalasore

Basta, Balasore | Aug 15, 2026

MORE NEWS

#ପ୍ରକୃତିବନ୍ଧୁ_ସୁମନ୍ତ_ଜେନାଙ୍କ_ମହାନତା । 
ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଜଳକା ନଦୀ ବିଭୀଷିକା ଭିତରେ କୁଡିଆ ପଞ୍ଚାୟତ ଓ ବାସୁଚକୁରାଇ ପଞ୍ଚାୟତ ରେ ବନ୍ୟା ଜଳବନ୍ଦୀ ଘେରରେ ପରିବାରକୁ  ସୁଖିଲା ଖାଦ୍ୟ ବଣ୍ଟନ କଲୁ ।
#flood #newsfeed #BASTA #heavyrain #balasore 
Mahima TV

#ପ୍ରକୃତିବନ୍ଧୁ_ସୁମନ୍ତ_ଜେନାଙ୍କ_ମହାନତା । ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଜଳକା ନଦୀ ବିଭୀଷିକା ଭିତରେ କୁଡିଆ ପଞ୍ଚାୟତ ଓ ବାସୁଚକୁରାଇ ପଞ୍ଚାୟତ ରେ ବନ୍ୟା ଜଳବନ୍ଦୀ ଘେରରେ ପରିବାରକୁ ସୁଖିଲା ଖାଦ୍ୟ ବଣ୍ଟନ କଲୁ । #flood #newsfeed #BASTA #heavyrain #balasore Mahima TV

Basta, Balasore | Aug 15, 2026

#ବିପଦ_ସଂକେତ_ଉପରେ_ସୁବର୍ଣ୍ଣ_ରେଖା_ନଦୀ*
 
ବସ୍ତା ବ୍ଲକ ସୁବର୍ଣ୍ଣ ରେଖା ନଦୀ ର କାଦ୍ରାଇଁଆ ନିକଟସ୍ଥ କବର ପଦା ନିକଟରେ ନଦୀ ବନ୍ଧ ଦୁର୍ବଳ ହୋଇ ପ୍ରାୟ ୫୦ଫୁଟ ଲମ୍ବର ନଦୀ ଗର୍ଭ କୁ ଅତଡ଼ା ଖସୁଛି। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର,ବାଲେଶ୍ଵର ଅତିରିକ୍ତ ଜିଲ୍ଲା ପାଳ, ବସ୍ତା ତହସିଲଦାର୍ ସୁଶାନ୍ତ ପଟ୍ଟନାୟକ, ବିଭାଗୀୟ ଯନ୍ତ୍ରୀ  ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ।

#flooding #riverside #BASTA #balasore #SubarnarekhaRiver CMO Odisha Mahima TV Goutambuddha Das

#ବିପଦ_ସଂକେତ_ଉପରେ_ସୁବର୍ଣ୍ଣ_ରେଖା_ନଦୀ* ବସ୍ତା ବ୍ଲକ ସୁବର୍ଣ୍ଣ ରେଖା ନଦୀ ର କାଦ୍ରାଇଁଆ ନିକଟସ୍ଥ କବର ପଦା ନିକଟରେ ନଦୀ ବନ୍ଧ ଦୁର୍ବଳ ହୋଇ ପ୍ରାୟ ୫୦ଫୁଟ ଲମ୍ବର ନଦୀ ଗର୍ଭ କୁ ଅତଡ଼ା ଖସୁଛି। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର,ବାଲେଶ୍ଵର ଅତିରିକ୍ତ ଜିଲ୍ଲା ପାଳ, ବସ୍ତା ତହସିଲଦାର୍ ସୁଶାନ୍ତ ପଟ୍ଟନାୟକ, ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ । #flooding #riverside #BASTA #balasore #SubarnarekhaRiver CMO Odisha Mahima TV Goutambuddha Das

Basta, Balasore | Aug 15, 2026