Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Up
अमित_शाह
Bollywood
दिल्ली
Patna
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
mahimatv
Previous slide
Next slide
1
ବିଜୁଜନତା ଦଳର ପକ୍ଷରୁ ବିଧାନସଭା ଘେରୋଉ
Basta, Balasore
| Sep 28, 2026
MORE NEWS
#କ୍ଲଷ୍ଟର_ସ୍ତରୀୟ_ଶିଶୁ_ସୁରଭି_ମହୋତ୍ସବ_ଅନୁଷ୍ଠିତ । ବସ୍ତା ବ୍ଲକ ବେଲି କ୍ଲଷ୍ଟର ଅଧିନସ୍ଥ ଆମ୍ବକୁଡ଼ୁଚି ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଶିଶୁ ପ୍ରତିଭା ର ନିଆରା କାର୍ଯ୍ୟକ୍ରମ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମକୁ ସିଆରସିସି ତପନ କୁମାର ସେଣ ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରଘୁନାଥ ପୁର ପଞ୍ଚାୟତର ସରପଞ୍ଚ ଅନନ୍ତ କୁମାର ବାରିକ୍ ଯୋଗ ଦେଇଥିଲେ ସେହିପରି ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବିଜୟ କୁମାର ନନ୍ଦ, ସମ୍ମାନିୟ ଅତିଥି ଭାବେ ସମିତି ସଭ୍ୟା ପଙ୍କଜିନୀ ପାଳ, ସମାଜସେବୀ ସରୋଜ ପାଳ, ଅବସର ପ୍ରାପ୍ତ ଶିକ୍ଷକ ପରମାନନ୍ଦ ଦାସ, ଶିକ୍ଷକ ଅଖୟ କୁମାର ଜେନା, ଲମ୍ବୋଦର ଟୁଡୁ, ଶିବ ଶଙ୍କର ଜେନା, ଚିନ୍ମୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ ସୁରଭି କାର୍ଯ୍ୟକ୍ରମ ର ଆବଶ୍ୟକତା ଉପାଦେୟତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷକ ସୁଚନ୍ଦନ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। Mahima TV BYJD BASTA #Basta
Basta, Balasore | Oct 1, 2026
#କ୍ଲଷ୍ଟର_ସ୍ଥରିୟ_ସୁରଭି_କାର୍ଯ୍ୟକ୍ରମ_ଅନୁଷ୍ଠିତ !! #mahimata #BastaPrimaryTatakQuality #BASTALEOHAMLOYKAAYO #BASTA Mahima TV Ajit Kumar Sahoo Journalist Dinabandhu Pradhan Kanak News
Basta, Balasore | Oct 1, 2026
ବସ୍ତା ଏନଏସି ପାଇଁ କଂଗ୍ରେସର ନୂତନ କମିଟି ଘୋଷଣା । ସାମ୍ବାଦିକ ସମ୍ମିଳନୀରେ ଦେଲେ ବାଲେଶ୍ଵର ଜିଲ୍ଲା ଉପସଭାପତି ଇଂ ସୁଧାଂଶୁ ଶେଖର ଜେନା । Mahima TV #basta #CongressParty #pressmeet @top fans Sudhanshu Shekhar Jena Rabinarayan Satpathy
Basta, Balasore | Oct 1, 2026
ପେଟ୍ରୋଲ ପକାଇ ବାଇକ ଉପହାର ପାଇଲେ । ଷ୍ଟାଲିନ୍ ଫିଲିଙ୍ଗ୍ ଷ୍ଟେସନ ଲକି ପ୍ରଥମ ଗ୍ରାହକ ପାଇଲେ ବାଇକ । #mahimatv #basta #balasore @top fans Anupam Mohanty A1TV Odisha
Basta, Balasore | Oct 1, 2026
#ବିଜୁଜନତା_ଦଳ_ପ୍ରସ୍ତୁତି_ବୈଠକ । ବସ୍ତା ର୍ନିବାଚନ ମଣ୍ଡଳୀ ର ବିଜୁଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।। ଅକ୍ଟୋବର ୨ ଗାନ୍ଧୀଜୟନ୍ତି ଅବସରରେ ଏକ ବିଶାଳ ପଦଯାତ୍ରା କଟିପୋଲ ନିକଟରୁ ସକାଳ ୯ଟା ସମୟରେ ବାହାରି ଗାନ୍ଧିଛକ ନିକଟରେ ଗାନ୍ଧୀଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ଆଲୋଚନା କରାଯାଇଛି । #bjd #BASTA #balasore Naveen Patnaik Debasis Kar @topfans
Basta, Balasore | Oct 1, 2026
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ବସନ୍ତପୁର ଓ ଟିଗିରିଆ ଅନୁଷ୍ଠିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବସନ୍ତପୁର ଓ ସାନଖୁଡି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଚାଷୀପଡା ଗ୍ରାମ ସ୍ଥିତ କାଶୀଶ୍ୱର ଉଚ୍ଚ ଵିଦ୍ୟାଳୟ ଓ ଫୁଲମଣୀ ବିଦ୍ୟାପୀଠ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାସନ୍ତପୁର ରେ ସିଆରସିସି ଗଣେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ବାରିକ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ବନ୍ଦନା ସେଠୀ ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଶିଷ୍ଠ ଅତିଥି ଭାବେ ପ୍ରଧାନ ଶିକ୍ଷକ ନିଳମାଧବ ଘୋଷ ମହାପାତ୍ର,ନାରାୟଣ କିସ୍କୁ, ରମେଶ ଚନ୍ଦ୍ର ଦାସ,ଉମାକାନ୍ତ ପଣ୍ଡା,ବିଦ୍ୟାଳୟର ଚିୟାର ମ୍ୟାନ ଅକ୍ଷୟ ସେନାପତି, ଅକ୍ଷୟ କୁମାର ଦତ୍ତ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ୧୪ ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ସେହିପରି ଟିଗିରିଆ ଫୁଲମଣୀ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ତଥା ବସ୍ତା ଏ ବି ଓ ମିହିର କୁମାର ଦାସ, ମୁଖ୍ୟ ବକ୍ତା ଭାବେ ସୁଧାଂଶୁ ଶେଖର ଜେନା, ସି ଆର ସି ସି ଭୋଳାନାଥ ବେହେରା ପ୍ରମୁଖ ଯୋଗ ଦେଇ ଅବିଭାଷଣ ରଖିଥିଲେ.ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଦେଇ ପୁରସ୍କୃତ କରିବା ସହ 'ସୁରଭି' ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। Mahima TV Ajit Kumar Sahoo Journalist Dinabandhu Pradhan Dillip Dandapat
Basta, Balasore | Oct 1, 2026
#ଜଳେଶ୍ଵର_ଘଟଣା! #ବାପ_ପୁଅ_ଟଙ୍କା_ବିବାଦ_ଘଟଣା । #ଗୁଜବ_ଅଡିଓ_ଭାଇରାଲ_ପଛରେ_କାରଣ_କଣ ! #ସାମ୍ବାଦିକ_ସମ୍ମିଳନୀରେ_ଟଙ୍କା_କାରବାର ! #ଟଙ୍କା_ନେଣେଦେଣେକୁ_ନେଇ_ଅଭିଯୋଗ_ଭିତ୍ତିହୀନ_କହିଲେ_ବାପା #newsfeed #viralaudio #balasore #Jaleswar
Basta, Balasore | Sep 28, 2026
ଲୋୟର ପିଏମଜିରେ ବିଜେଡିର ଜୋରଦାର ଶକ୍ତି ପ୍ରଦର୍ଶନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ । ଧାରଣାସ୍ଥଳରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର ବିଜେଡି କର୍ମୀ । MMDR ଆଇନ ସଂଶୋଧନକୁ ନେଇ ଓଡ଼ିଶାର ଅଧିକାର ଓ ସ୍ୱାର୍ଥ ପ୍ରସଙ୍ଗ ଉଠାଇଲା ବିଜେଡି । ମାତୃଭୂମି ପ୍ରତି ବିଜେପି ନେତା ଅନ୍ୟାୟ କରିଥିବା ଅଭିଯୋଗ ଆଣିଲେ ସୁଜାତା ରାଉତ । MMDR ଆଇନ ବିରୋଧରେ ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିବାଦ । ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି ବୋଲି କହିଲେ ନବୀନ । ଓଡ଼ିଶାର ଖଣି ଓ ଜମି ଉପରେ ଓଡ଼ିଶାବାସୀଙ୍କ ଅଧିକାର ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ । #BJD #NaveenPatnaik #MMDRAct #MMDRAmendment #BJDProtest #LowerPMG #Bhubaneswar
Basta, Balasore | Sep 28, 2026