Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
mahimatv
ବସ୍ତା ଏନଏସି ପାଇଁ କଂଗ୍ରେସର ନୂତନ କମିଟି ଘୋଷଣା । ସାମ୍ବାଦିକ ସମ୍ମିଳନୀରେ ଦେଲେ ବାଲେଶ୍ଵର ଜିଲ୍ଲା ଉପସଭାପତି ଇଂ ସୁଧାଂଶୁ ଶେଖର ଜେନା । Mahima TV #basta #CongressParty #pressmeet Rabinarayan Satpathy
Basta, Balasore
| Oct 3, 2026
#basta
#congressparty
#pressmeet
MORE NEWS
ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଏମିତି ଖୁସି ରେ ନାଚିଲେ ବିଜେଡି ର୍କମୀ Naveen Patnaik Rajesh Behera Rajesh Giri Ajit Kumar Sahoo Journalist Mahadev Das Rajkishore Behera Jyoti Prakash Panigrahi Debi Prasad Mishra
Basta, Balasore | Oct 3, 2026
#ବସ୍ତା_ନିର୍ବାଚନ_ମଣ୍ଡଳୀରେ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରୁ ରାଜ୍ୟବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ପରିପ୍ରେକ୍ଷୀରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରେ ଏକ ସଭା ଓ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ବସ୍ତା ବ୍ଲକର ପୂର୍ବତନ ମହିଳା ବିଜେଡି ସଭାପତି ଲିପିକା ରାଉଳ ପୁଣିଥରେ ଦଳକୁ ଫେରିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହୋଇଥିଲା। ସୂଚନା ଅନୁଯାୟୀ ବସ୍ତା ବ୍ଲକର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ଆଜି ଘର ବାହୁଡ଼ା ହୋଇଛନ୍ତି।ସେ ବିଗତ ଦିନରେ ଯେତେବେଳେ ବସ୍ତା ବିଧାୟାକା ସୁବାସିନୀ ଜେନା ଦଳବିରୋଧୀ କାର୍ଯ୍ୟପାଇଁ ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ବିଜୁଜନତା ଦଳରୁ ବିହାଷ୍କାର କରିଥିଲେ। ସେତେବେଳେ ଶ୍ରୀମତୀ ରାଉଳ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ନବୀନ ପଟ୍ଟନାୟକ ସ୍ୱଚ୍ଛନିର୍ମଳ ଶାସନ ତାଙ୍କ ପ୍ରତି ଭଲପାଇବା ଜାଣିପାରି ଆଜିର ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ପୁଣିଥରେ ଦଳୀୟ ଶିବିରକୁ ଫେରିଥିବା ନେଇ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।ପରେ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଗାନ୍ଧୀଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବସ୍ତା ବ୍ଲକ ବିଜେଡି ସଭାପତି ମହାଦେବ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରି, ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ, ବସ୍ତା ଏନ୍ଏସି ସଭାପତି କମଳାକାନ୍ତ ବେହେରା, ସୁବୋଧ କୁମାର ରାଉଳ, ପୂର୍ଣ୍ଣଚନ୍ଦ୍ର ଜେନା, ଯୁବନେତା ଦାମୋଦର ଦାସ, ଯୁବନେତା ରାଜେଶ କୁମାର ଗିରି, ରାଜକିଶୋର ବେହେରା, ସୁରେନ୍ଦ୍ର ସେଠୀ, ଦେବେନ୍ଦ୍ର ବେହେରା, ଅଖିଳ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।ସଭାରେ ବକ୍ତାମାନେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଏକତାବଦ୍ଧ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବସ୍ତା ଓ ବାଲିଆପାଳ ପଞ୍ଚାୟତ ସମିତି ସମେତ ନୂତନ ଭାବେ ଘୋଷିତ ବସ୍ତା ଏନ୍ଏସିରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ବକ୍ତାମାନେ ବର୍ତ୍ତମାନର ବିଜେପି ସରକାରଙ୍କ ଅଢ଼େଇ ବର୍ଷର ଶାସନକାଳକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟପ୍ରଣାଳୀ ଉପରେ ମତାମତ ରଖିଥିଲେ।ସଭାରେ ବହୁ ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଯୁବ, ଛାତ୍ର ଓ ମହିଳା ବିଜେଡିର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। #mahimatv #basta #BastaPrimaryTatakQuality Naveen Patnaik Rajesh Behera Rajkishore Behera Mahadev Das Jyoti Prakash Panigrahi Debi Prasad Mishra Ipshitaa Sahoo Biju Janata Dal Odisha Kanak News
Basta, Balasore | Oct 2, 2026
#ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା । ବସ୍ତା ନିର୍ବାଚନ ମଣ୍ଡଳୀରେ ଆଜି ଗାନ୍ଧଜୟନ୍ତି ଅବସରରେ ମଥାନୀ କଟି ପୋଲ ନିକଟରୁ ଏକ ପଦଯାତ୍ରା ବାହାରି ଗାନ୍ଧିଛକ କରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ଓ ବସ୍ତା ବ୍ଲକ ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।। Ajit Kumar Sahoo Journalist Mahima TV Naveen Patnaik Mahadev Das Kanak News Rabinarayan Satpathy Jyoti Prakash Panigrahi BYJD BASTA Debi Prasad Mishra Biju Janata Dal Odisha Ipshitaa Sahoo Rajesh Giri
Basta, Balasore | Oct 2, 2026
Basta, Balasore | Oct 2, 2026
ଘର ବାହୁଡିଲେ ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ । #fightcoronavirus #fypシ゚viralシfypシ゚viralシalシfollowerfypシviral #mahimatv #BASTA #bjd #balasore @topfans Naveen Patnaik Biju Janata Dal Odisha Debi Prasad Mishra Ipshitaa Sahoo Jyoti Prakash Panigrahi Anupam Mohanty
Basta, Balasore | Oct 2, 2026
ବସ୍ତା ନିର୍ବାଚନ ମଣ୍ଡଳୀରେ ଘରକୁ ବାହୁଡିଲେ ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ।
Basta, Balasore | Oct 2, 2026
#ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା । ଖୁସିରେ ନାଚିଲେ ମଥାନୀ ପଞ୍ଚାୟତ ର ସଭାପତି ଦେବେନ୍ଦ୍ର ବେହେରା Mahima TV Naveen Patnaik Mahadev Das Kanak News Rabinarayan Satpathy Jyoti Prakash Panigrahi BYJD BASTA Debi Prasad Mishra Biju Janata Dal Odisha Ipshitaa Sahoo Ajit Kumar Sahoo Journalist Rajesh Giri Rajesh Behera Rajkishore Behera
Basta, Balasore | Oct 2, 2026
Basta, Balasore | Oct 2, 2026