#ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା ।
ବସ୍ତା ନିର୍ବାଚନ ମଣ୍ଡଳୀରେ ଆଜି ଗାନ୍ଧଜୟନ୍ତି ଅବସରରେ ମଥାନୀ କଟି ପୋଲ ନିକଟରୁ ଏକ ପଦଯାତ୍ରା ବାହାରି ଗାନ୍ଧିଛକ କରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ଓ ବସ୍ତା ବ୍ଲକ ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।।
Ajit Kumar Sahoo Journalist Mahima TV Naveen Patnaik Mahadev Das Kanak News Rabinarayan Satpathy Jyoti Prakash Panigrahi BYJD BASTA Debi Prasad Mishra Biju Janata Dal Odisha Ipshitaa Sahoo Rajesh Giri
Basta, Balasore | Oct 2, 2026