Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Similiguda

ବନ୍ଦେ ମାତରମ୍ କୁ ନେଇ ବିବାଦ, କୋରାପୁଟରେ ବିଜେପିର ବିକ୍ଷୋଭ!

କଂଗ୍ରେସ ଦଳ ପକ୍ଷରୁ ‘ବନ୍ଦେ ମାତରମ୍’ ଗାନକୁ ଅପମାନ କରାଯାଇଥିବା ଅଭିଯୋଗ ନେଇ କୋରାପୁଟ ସଦର ମହକୁମାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
ଏହି ଅଭିଯୋଗକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ପ୍ରତିବାଦ କରିବା ସହ କଂଗ୍ରେସ ବିରୋଧରେ ନାରାବାଜି କରିଥିଲେ। ‘ବନ୍ଦେ ମାତରମ୍’ର ସମ୍ମାନ ରକ୍ଷା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

📍 କୋରାପୁଟ ସଦର ମହକୁମା

#Koraput #KoraputNews #BJP #BJYM #VandeMataram #Congress #Protest #OdishaNews

ବନ୍ଦେ ମାତରମ୍ କୁ ନେଇ ବିବାଦ, କୋରାପୁଟରେ ବିଜେପିର ବିକ୍ଷୋଭ! କଂଗ୍ରେସ ଦଳ ପକ୍ଷରୁ ‘ବନ୍ଦେ ମାତରମ୍’ ଗାନକୁ ଅପମାନ କରାଯାଇଥିବା ଅଭିଯୋଗ ନେଇ କୋରାପୁଟ ସଦର ମହକୁମାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଏହି ଅଭିଯୋଗକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ପ୍ରତିବାଦ କରିବା ସହ କଂଗ୍ରେସ ବିରୋଧରେ ନାରାବାଜି କରିଥିଲେ। ‘ବନ୍ଦେ ମାତରମ୍’ର ସମ୍ମାନ ରକ୍ଷା ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। 📍 କୋରାପୁଟ ସଦର ମହକୁମା #Koraput #KoraputNews #BJP #BJYM #VandeMataram #Congress #Protest #OdishaNews

Koraput Town, Koraput | Aug 16, 2026

ବନ୍ଦେ ମାତରମ୍ ଗାନକୁ ଅପମାନ ଅଭିଯୋଗ!

କଂଗ୍ରେସ ଦଳ ପକ୍ଷରୁ ‘ବନ୍ଦେ ମାତରମ୍’ ଗାନକୁ ଅପମାନ କରାଯାଇଥିବା ଅଭିଯୋଗ ନେଇ ତାତିଲା ରାଜନୀତି।
ଏହାକୁ ବିରୋଧ କରି କୋରାପୁଟ ସଦର ମହକୁମାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶର ଜାତୀୟ ଭାବନା ଓ ସମ୍ମାନ ସହ ଜଡ଼ିତ ‘ବନ୍ଦେ ମାତରମ୍’କୁ ନେଇ ଏଭଳି ଅଭିଯୋଗକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ପ୍ରତିବାଦ ଜଣାଇଛନ୍ତି।

📍 ସ୍ଥାନ: କୋରାପୁଟ ସଦର ମହକୁମା

#Koraput #KoraputNews #BJP #BJYM #VandeMataram #Congress #Protest #OdishaNews #BreakingNews

ବନ୍ଦେ ମାତରମ୍ ଗାନକୁ ଅପମାନ ଅଭିଯୋଗ! କଂଗ୍ରେସ ଦଳ ପକ୍ଷରୁ ‘ବନ୍ଦେ ମାତରମ୍’ ଗାନକୁ ଅପମାନ କରାଯାଇଥିବା ଅଭିଯୋଗ ନେଇ ତାତିଲା ରାଜନୀତି। ଏହାକୁ ବିରୋଧ କରି କୋରାପୁଟ ସଦର ମହକୁମାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶର ଜାତୀୟ ଭାବନା ଓ ସମ୍ମାନ ସହ ଜଡ଼ିତ ‘ବନ୍ଦେ ମାତରମ୍’କୁ ନେଇ ଏଭଳି ଅଭିଯୋଗକୁ ନେଇ ଯୁବମୋର୍ଚ୍ଚା କର୍ମୀମାନେ ପ୍ରତିବାଦ ଜଣାଇଛନ୍ତି। 📍 ସ୍ଥାନ: କୋରାପୁଟ ସଦର ମହକୁମା #Koraput #KoraputNews #BJP #BJYM #VandeMataram #Congress #Protest #OdishaNews #BreakingNews

Koraput Town, Koraput | Aug 16, 2026

ରାଣୀଡୁଡୁମାରେ ଅରଣ୍ୟ କାଫେ 

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାରେ ଉଦଘାଟିତ ହୋଇଛି ବନ ବିଭାଗର ଅରଣ୍ୟ କାଫେ। ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଆଉ ଏକ ନୂଆ ଆକର୍ଷଣ।
କାଫେରେ ସୁଲଭ ମୂଲ୍ୟରେ ମିଳିବ ସୁସ୍ୱାଦୁ ଖାଦ୍ୟ, ଜଳଖିଆ ଓ ପାନୀୟ। ଏଥିସହ ସ୍ଥାନୀୟ ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ସୃଷ୍ଟି ହେବ ରୋଜଗାରର ସୁଯୋଗ।
ରାଣୀଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏବେ ପର୍ଯ୍ୟଟକଙ୍କୁ ମିଳିବ ଅରଣ୍ୟ କାଫେର ନୂଆ ଅନୁଭୂତି। 

#Koraput #Nandapur #Raniduduma #AranyaCafe #Tourism #KoraputTourism #OdishaTourism #OpenLensNews

ରାଣୀଡୁଡୁମାରେ ଅରଣ୍ୟ କାଫେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାରେ ଉଦଘାଟିତ ହୋଇଛି ବନ ବିଭାଗର ଅରଣ୍ୟ କାଫେ। ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଆଉ ଏକ ନୂଆ ଆକର୍ଷଣ। କାଫେରେ ସୁଲଭ ମୂଲ୍ୟରେ ମିଳିବ ସୁସ୍ୱାଦୁ ଖାଦ୍ୟ, ଜଳଖିଆ ଓ ପାନୀୟ। ଏଥିସହ ସ୍ଥାନୀୟ ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ସୃଷ୍ଟି ହେବ ରୋଜଗାରର ସୁଯୋଗ। ରାଣୀଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏବେ ପର୍ଯ୍ୟଟକଙ୍କୁ ମିଳିବ ଅରଣ୍ୟ କାଫେର ନୂଆ ଅନୁଭୂତି। #Koraput #Nandapur #Raniduduma #AranyaCafe #Tourism #KoraputTourism #OdishaTourism #OpenLensNews

Koraput Town, Koraput | Aug 16, 2026

ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର  ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 6

ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 6

Koraput Town, Koraput | Aug 16, 2026

ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର  ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 5

ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 5

Koraput Town, Koraput | Aug 16, 2026

ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର  ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 8

ଜୟପୁର-ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜୟପୁର ଜିଲା ମେଡିକାଲ ଗସ୍ତ କୁ ସ୍ୱାଗତ।କିନ୍ତୁ ଖାଲିଥିବା କର୍ମଚାରୀ ଏବଂ ଡକ୍ଟର ଶୀଘ୍ର ନିଯୁକ୍ତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି। Part 8

Koraput Town, Koraput | Aug 16, 2026

Similiguda Latest Video News in Odia, August 16, 2026 | ସିମିଲିଗୁଡା ଖବର