Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Jeypore

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ ଉଦ୍‌ଘାଟିତ
ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ ଉଦ୍‌ଘାଟିତ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

Jeypore, Koraput | Aug 16, 2026

ଜୟପୁର ଠାରେ ଓଡ଼ିଶା ଅମଲା ସଂଘ ର ୮୩ ବର୍ଷ ପୁର୍ତି ଉତ୍ସବ ଅନୁଷ୍ଠିତ

କୋରାପୁଟ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ଉଦ୍‌ଘାଟିତ ହୋଇଛି ‘ଅରଣ୍ୟ କଫେ’। ପର୍ଯ୍ୟଟକଙ୍କୁ ଆହୁରି ଉତ୍ତମ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ଏହି କଫେ ପ୍ରତିଷ୍ଠା କରାଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ନନ୍ଦପୁର ଗସ୍ତ କରି ‘ଅରଣ୍ୟ କଫେ’ର ଶୁଭ ଉଦ୍‌ଘାଟନ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରାଣୀ ଡୁଡୁମାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଫେ ଏକ ନୂଆ ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ ‘ଅରଣ୍ୟ କଫେ’ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ।

ଜୟପୁର ଠାରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ୟୁନିଟ୍‌ର ଉଦ୍‌ଘାଟନ କରିବା ସହ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ ଶ୍ରୀଯୁକ୍ତ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ମିଳୁଥିବା ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ।

ଜୟପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଖାଲି ଥିବା ପଦ ହେବ ପୂରଣ, ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ:ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଣ, ଭିତ୍ତିଭୂମି ବିକାଶ, ଡାକ୍ତର ଓ ଆବଶ୍ୟକୀୟ ମାନବସମ୍ବଳ, ଚିକିତ୍ସା ସୁବିଧା, ଟ୍ରମା କେୟାର, ସିକିଲ ସେଲ ଏବଂ ନୂଆ କୋଠାକୁ ହସ୍ପିଟାଲ ସ୍ଥାନାନ୍ତର ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ମାନକୁ ଆହୁରି ବୃଦ୍ଧି କରିବା ସହ ରୋଗୀଙ୍କୁ ଉତ୍ତମ ପରିବେଶରେ ଚିକିତ୍ସା ଯୋଗାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଣ, ଭିତ୍ତିଭୂମି ବିକାଶ, ଡାକ୍ତର ଓ ଆବଶ୍ୟକୀୟ ମାନବସମ୍ବଳ, ଚିକିତ୍ସା ସୁବିଧା, ଟ୍ରମା କେୟାର, ସିକିଲ ସେଲ ଏବଂ ନୂଆ କୋଠାକୁ ହସ୍ପିଟାଲ ସ୍ଥାନାନ୍ତର ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ମାନକୁ ଆହୁରି ବୃଦ୍ଧି କରିବା ସହ ରୋଗୀଙ୍କୁ ଉତ୍ତମ ପରିବେଶରେ ଚିକିତ୍ସା ଯୋଗାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

Jeypore, Koraput | Aug 16, 2026

ଜୟପୁର ଠାରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଏବିଭିପିର ଦାବିପତ୍ର,ଦାବିପତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏବିଭିପି ପକ୍ଷରୁ ମୌଳିକ ସୁବିଧାର ଅଭାବ, ହଷ୍ଟେଲ ସମସ୍ୟା, ପରୀକ୍ଷା ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା, ଭିତ୍ତିଭୂମିର ଅଭାବ ସମେତ ବିଭିନ୍ନ ସମସ୍ୟାର ସମାଧାନ ଦାବି କରାଯାଇଛି

କୋରାପୁଟ ଜିଲ୍ଲା ଜୟପୁର ରେ ଆଇଟି କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହୋଇଥିବା ପଦକ୍ଷେପ ଆଗାମୀ ଦିନରେ ଜିଲ୍ଲାର ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିବ। ଜୟପୁର ରେ ଥିବା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆ ମାଧ୍ୟମରେ ଆଇଟି ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ରହିଛି। ଏହା ଫଳରେ କୋରାପୁଟର ଯୁବକ-ଯୁବତୀମାନଙ୍କୁ ନିଜ ଜିଲ୍ଲାରେ ରହି ଚାକିରି ଓ ନିଜସ୍ୱ ଉଦ୍ୟୋଗ ଗଢ଼ିବାର ସୁଯୋଗ ମିଳିପାରିବ। କୋରାପୁଟ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ନିଜ ଅଞ୍ଚଳରେ ଉପଯୁକ୍ତ ଚାକିରି ସୁଯୋଗର ଅଭାବ ଏକ ବଡ଼ ସମସ୍ୟା ହୋଇ ରହିଛି। ଫଳରେ ଅନେକ ଯୁବକ-ଯୁବତୀଙ୍କୁ ରୋଜଗାର ପାଇଁ ଭୁବନେଶ୍ୱର,ବିଶାଖାପାଟଣା,ହାଇଦ୍ରାବାଦ,ବେଙ୍ଗାଲୁରୁ ଭଳି ସହରକୁ ଯିବାକୁ ପଡ଼ୁଛି

ଆମେ ମହାନ ହେଲେ ଦେଶ ମହାନ ହେବ ଜୟପୁର ଉପଜିଲ୍ଲାପାଳ ଶ୍ରୀ ଯଦୁମଣି ନାଏକଙ୍କ ପ୍ରେରଣାଦାୟୀ ବାର୍ତ୍ତା

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

ଆମେ ମହାନ ହେଲେ ଦେଶ ମହାନ ହେବ ଜୟପୁର ଉପଜିଲ୍ଲାପାଳ ଶ୍ରୀ ଯଦୁମଣି ନାଏକଙ୍କ ପ୍ରେରଣାଦାୟୀ ବାର୍ତ୍ତା UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

Jeypore, Koraput | Aug 16, 2026