Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Bhairabsingipur

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଅବସରରେ ହସ୍ପିଟାଲରେ ନୂତନ କ୍ରିଟିକାଲ୍ କେୟାର ୟୁନିଟ୍ ସହ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶର ଉଦ୍‌ଘାଟନ କରାଯାଇଛି।
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଅବସରରେ ହସ୍ପିଟାଲରେ ନୂତନ କ୍ରିଟିକାଲ୍ କେୟାର ୟୁନିଟ୍ ସହ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶର ଉଦ୍‌ଘାଟନ କରାଯାଇଛି। UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

Jeypore, Koraput | Aug 16, 2026

କୋଟପାଡ଼-କୋଟପାଡ଼ ର  ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।

କୋଟପାଡ଼-କୋଟପାଡ଼ ର ରୁକମଣି ମହନ୍ତଙ୍କ ଟିମ ହେଲେ ସାମ୍ମାନୀତ।ଯାହା କି କୋଟପାଡ଼ ହସ୍ତତନ୍ତ ବୁଣାକାର ଙ୍କୁ ଉତ୍ସାହିତ କରିଛି।

Koraput Town, Koraput | Aug 16, 2026

କୋଟପାଡ଼- ଗତ ୧୪ ତାରିଖ ଦିନ  ଷଡ଼ରଙ୍ଗା  ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ  ଜଡିତ ୩ଅଭିଯୁକ୍ତ ଙ୍କୁ  ଗିରଫ କରିଛି ପୋଲିସ lଏନେଇ ଏକ  ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି  ଗିରଫ ଅଭିଯୁକ୍ତ ଙ୍କୁ   କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ

କୋଟପାଡ଼- ଗତ ୧୪ ତାରିଖ ଦିନ ଷଡ଼ରଙ୍ଗା ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀ ହତ୍ୟା ମାମଲାରେ ଜଡିତ ୩ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ lଏନେଇ ଏକ ପ୍ରେସମିଟ୍ ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା l ମୃତକ ସମାରୁ ପୂଜାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ଏମାନେ। ଗିରଫ ତିନି ଅଭିଯୁକ୍ତ ହେଲେ ଚିତ ସମରଥ,ପ୍ରେମାନନ୍ଦ ରନ୍ଧାରିକୁ । ତିନି ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ SDPO ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତ

Koraput Town, Koraput | Aug 16, 2026

ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର!

ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ।

👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ?

#Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews

ଲକ୍ଷ୍ମୀପୁରରେ ବଢୁଛି ମାତୃ ଓ ଶିଶୁ ମୃତ୍ୟୁହାର! ତୁରନ୍ତ ଖୋଲାଯାଉ ସବ୍-ଡିଭିଜନାଲ ମେଡିକାଲ୍: ତାରା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ମାତୃ ଓ ଶିଶୁ ମୃତ୍ୟୁହାର ବଢୁଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଲକ୍ଷ୍ମୀପୁରରେ ତୁରନ୍ତ ସବ୍-ଡିଭିଜନାଲ ମେଡିକାଲ୍ ଖୋଲିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ବିଧାୟକ। 👉 ଏବେ ଅପେକ୍ଷା, ସରକାର କେବେ ନେଉଛନ୍ତି ପଦକ୍ଷେପ? #Laxmipur #Koraput #HealthCare #MaternalHealth #ChildHealth #TaraPrasadBahinipati #OdishaNews

Koraput Town, Koraput | Aug 16, 2026

ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି

ବିଜେଡି ଓ କଂଗ୍ରେସର ଜଣେ ଜଣେ ଆସନ୍ତୁ ମୁଁ ତାଙ୍କୁ ଜବାବ୍ ଦେବି। ଚ୍ୟାଲେଞ୍ଜ କଲେ କୋରାପୁଟ ବିଧାୟକ ରଘୁରାମ ମାଛ । ବୈପାରିଗୁଡା ବ୍ଲକ ବୈଠକରେ ବିବାଦ ନେଇ ଏବେ ସରଗରମ କୋରାପୁଟ ରାଜନୀତି

Koraput Town, Koraput | Aug 16, 2026

🌿☕ ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ 🌿

କୋରାପୁଟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣ। ରବିବାର ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ।

କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ। 🍵

ଏହି କାଫେରେ ଆଧୁନିକ ସୁବିଧା ସହ କୋରାପୁଟିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ନେଇପାରିବେ ପର୍ଯ୍ୟଟକ। କାଫେର ପରିଚାଳନା ଦାୟିତ୍ୱ **‘ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ’**କୁ ଦିଆଯାଇଛି।

ବନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ମହିଳା SHGଙ୍କୁ ରୋଜଗାରର ନୂଆ ସୁଯୋଗ ଦେବା ସହ ରାଣୀ ଡୁଡୁମାର ପର୍ଯ୍ୟଟନ ଆକର୍ଷଣକୁ ଆହୁରି ବଢ଼ାଇବ।

💚 ପ୍ରକୃତିର ମନୋରମ ପରିବେଶ, ଡୁଡୁମା ଜଳପ୍ରପାତର ସୌନ୍ଦର୍ଯ୍ୟ ଓ କୋରାପୁଟିଆ ଖାଦ୍ୟର ସ୍ୱାଦ—ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି।

#RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ

🌿☕ ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ 🌿 କୋରାପୁଟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣ। ରବିବାର ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ। 🍵 ଏହି କାଫେରେ ଆଧୁନିକ ସୁବିଧା ସହ କୋରାପୁଟିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ନେଇପାରିବେ ପର୍ଯ୍ୟଟକ। କାଫେର ପରିଚାଳନା ଦାୟିତ୍ୱ **‘ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ’**କୁ ଦିଆଯାଇଛି। ବନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ମହିଳା SHGଙ୍କୁ ରୋଜଗାରର ନୂଆ ସୁଯୋଗ ଦେବା ସହ ରାଣୀ ଡୁଡୁମାର ପର୍ଯ୍ୟଟନ ଆକର୍ଷଣକୁ ଆହୁରି ବଢ଼ାଇବ। 💚 ପ୍ରକୃତିର ମନୋରମ ପରିବେଶ, ଡୁଡୁମା ଜଳପ୍ରପାତର ସୌନ୍ଦର୍ଯ୍ୟ ଓ କୋରାପୁଟିଆ ଖାଦ୍ୟର ସ୍ୱାଦ—ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି। #RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ

Koraput Town, Koraput | Aug 16, 2026

🚦🌹 ଫାଇନ୍ ନୁହେଁ, ହେଲମେଟ୍ ଓ ଗୋଲାପ ଦେଇ ସଚେତନ କଲା ରାୟଗଡ଼ା ପୋଲିସ 👮‍♂️

୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ା ଟାଉନ ଥାନା ପୋଲିସର ନିଆରା ସଚେତନତା କାର୍ଯ୍ୟକ୍ରମ।

ରାୟଗଡ଼ା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର କରୁନଥିବା ଗାଡ଼ି ଚାଳକଙ୍କୁ ଫାଇନ୍ କରିବା ବଦଳରେ ହେଲମେଟ୍ ଓ ଗୋଲାପ ଫୁଲ ଦେଇ ସଚେତନ କରିଥିଲା ପୋଲିସ। 🌹⛑️

ଗାଡ଼ି ଚାଳକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ଓ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଥିଲା ଏହି ଅଭିନବ ପଦକ୍ଷେପର ଉଦ୍ଦେଶ୍ୟ।

ରାୟଗଡ଼ା ଟାଉନ ଥାନା ପୋଲିସର ଏଭଳି ନିଆରା ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି। 👏

#RayagadaPolice #RoadSafety #HelmetSafety #TrafficAwareness #IndependenceDay #Rayagada #OdishaPolice #ସଡ଼କସୁରକ୍ଷା #ସଚେତନତା

🚦🌹 ଫାଇନ୍ ନୁହେଁ, ହେଲମେଟ୍ ଓ ଗୋଲାପ ଦେଇ ସଚେତନ କଲା ରାୟଗଡ଼ା ପୋଲିସ 👮‍♂️ ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ା ଟାଉନ ଥାନା ପୋଲିସର ନିଆରା ସଚେତନତା କାର୍ଯ୍ୟକ୍ରମ। ରାୟଗଡ଼ା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର କରୁନଥିବା ଗାଡ଼ି ଚାଳକଙ୍କୁ ଫାଇନ୍ କରିବା ବଦଳରେ ହେଲମେଟ୍ ଓ ଗୋଲାପ ଫୁଲ ଦେଇ ସଚେତନ କରିଥିଲା ପୋଲିସ। 🌹⛑️ ଗାଡ଼ି ଚାଳକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ଓ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଥିଲା ଏହି ଅଭିନବ ପଦକ୍ଷେପର ଉଦ୍ଦେଶ୍ୟ। ରାୟଗଡ଼ା ଟାଉନ ଥାନା ପୋଲିସର ଏଭଳି ନିଆରା ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି। 👏 #RayagadaPolice #RoadSafety #HelmetSafety #TrafficAwareness #IndependenceDay #Rayagada #OdishaPolice #ସଡ଼କସୁରକ୍ଷା #ସଚେତନତା

Koraput Town, Koraput | Aug 16, 2026

🇮🇳 ବନ୍ଦେ ମାତରମ୍‌ର ଅପମାନକୁ ନେଇ କୋରାପୁଟରେ ପ୍ରତିବାଦ

“ବନ୍ଦେ ମାତରମ୍‌ର ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବାର୍ତ୍ତା ନେଇ କୋରାପୁଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜୋରଦାର ପ୍ରତିବାଦ।

ହାତରେ ବ୍ୟାନର ଧରି ଦେଶପ୍ରେମର ନାରା ଦେଇ ପ୍ରତିବାଦରେ ସାମିଲ ହେଲେ ଯୁବମୋର୍ଚ୍ଚା କର୍ମୀ ଓ ସମର୍ଥକ। ଦେଶର ଜାତୀୟ ଭାବନା ଓ ‘ବନ୍ଦେ ମାତରମ୍’ ପ୍ରତି ସମ୍ମାନ ରହିବା ଆବଶ୍ୟକ ବୋଲି ଦାବି କରିଛି ଯୁବମୋର୍ଚ୍ଚା।

🇮🇳 ବନ୍ଦେ ମାତରମ୍ | ଭାରତ ମାତା କି ଜୟ 🇮🇳

#Koraput #BJYM #BJP #VandeMataram #KoraputNews #OdishaNews #DeshBhakti #BharatMataKiJai

🇮🇳 ବନ୍ଦେ ମାତରମ୍‌ର ଅପମାନକୁ ନେଇ କୋରାପୁଟରେ ପ୍ରତିବାଦ “ବନ୍ଦେ ମାତରମ୍‌ର ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବାର୍ତ୍ତା ନେଇ କୋରାପୁଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜୋରଦାର ପ୍ରତିବାଦ। ହାତରେ ବ୍ୟାନର ଧରି ଦେଶପ୍ରେମର ନାରା ଦେଇ ପ୍ରତିବାଦରେ ସାମିଲ ହେଲେ ଯୁବମୋର୍ଚ୍ଚା କର୍ମୀ ଓ ସମର୍ଥକ। ଦେଶର ଜାତୀୟ ଭାବନା ଓ ‘ବନ୍ଦେ ମାତରମ୍’ ପ୍ରତି ସମ୍ମାନ ରହିବା ଆବଶ୍ୟକ ବୋଲି ଦାବି କରିଛି ଯୁବମୋର୍ଚ୍ଚା। 🇮🇳 ବନ୍ଦେ ମାତରମ୍ | ଭାରତ ମାତା କି ଜୟ 🇮🇳 #Koraput #BJYM #BJP #VandeMataram #KoraputNews #OdishaNews #DeshBhakti #BharatMataKiJai

Koraput Town, Koraput | Aug 16, 2026

#ପ୍ରକୃତିର_ମନୋରମ_ପରିବେଶ_ଡୁଡୁମା_ଜଳପ୍ରପାତର_ସୌନ୍ଦର୍ଯ୍ୟ_ଓ_କୋରାପୁଟିଆ_ଖାଦ୍ୟର_ସ୍ୱାଦ_ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି।
#RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ

#ପ୍ରକୃତିର_ମନୋରମ_ପରିବେଶ_ଡୁଡୁମା_ଜଳପ୍ରପାତର_ସୌନ୍ଦର୍ଯ୍ୟ_ଓ_କୋରାପୁଟିଆ_ଖାଦ୍ୟର_ସ୍ୱାଦ_ଏବେ ରାଣୀ ଡୁଡୁମାରେ ମିଳିବ ଏକାଠି। #RaniDuduma #AranyaEcoCafe #Koraput #Tourism #EcoCafe #OdishaTourism #KoraputiaFood #Nandapur #ସ୍ଥାନୀୟରୋଜଗାର #ପର୍ଯ୍ୟଟନ

Koraput Town, Koraput | Aug 16, 2026