#ମାଳିପୁଟ_ମେଲୋଡିକୁ_ନେଇ_କଳାକାରଙ୍କ_ମଧ୍ୟରେ_ଉତ୍ସାହ 🎤
ମାଳିପୁଟ ମେଲୋଡିକୁ ନେଇ କଳାକାରଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ୍ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି କଳାକାରମାନେ। ଗୀତ, ସଙ୍ଗୀତ ଓ ମନୋରଞ୍ଜନର ତାଳେ ଜମିବ ମାଳିପୁଟ ମେଲୋଡିର ଆସର। ❤️🎵
📍 ମାଳିପୁଟ | କୋରାପୁଟ
🎤 କଳାକାରଙ୍କ ପ୍ରସ୍ତୁତି
🎶 ମେଲୋଡି ପାଇଁ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ
#MaliputMelody #Koraput #Maliput #MelodyNight #OdiaNews #News11Odia #KoraputNews #Music #Entertainment
Koraput Town, Koraput | Oct 5, 2026