Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
jeyporemediaa
ଜୟପୁର: ମୁଖ୍ୟ ଟ୍ରାଫିକ ଛକରୁ ଲକ୍ଷ୍ମୀ ପଣ୍ଡା ଛକ ରାସ୍ତାରେ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଜବର ଦଖଲ ଯୋଗୁଁ ସମସ୍ୟା ବଢୁଛି। NH କଡ଼ରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ, JELC ସ୍କୁଲ, ବସ ଷ୍ଟାଣ୍ଡ ରହିଛି। ଯାତାୟତ ବେଳେ ଧନ ଜୀବନ ପ୍ରତି ବିପଦ ରହି ଥିବାରୁ ଏହାକୁ ହଟାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସ୍ଥାନୀୟ କାଉନ୍ସିଲର୍।
Koraput Town, Koraput
| Aug 12, 2026
MORE NEWS
ମେଘରାଜ କଲୋନୀରେ ବାରମ୍ବାର ଚୋରି! ମେଘରାଜ କଲୋନୀରେ ନିୟମିତ ଚୋରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଶରତ ଚନ୍ଦ୍ର ବୁରୁଦା। ଅଞ୍ଚଳରେ ଚୋରି ଘଟଣା ଉପରେ ରୋକ୍ ଲଗାଇବା ସହ ନିକଟରେ କଳାକନା ବୁଲାଇଥିବା ଚୋରଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ଦାବି କରିଛନ୍ତି ସେ। ସେହିପରି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ବଢ଼ାଇବା ସହ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି। 📍 ମେଘରାଜ କଲୋନୀ, କୋରାପୁଟ #Koraput #MeghrajColony #Theft #CrimeNews #Police #KoraputNews #OdishaNews
Koraput Town, Koraput | Aug 18, 2026
ବ୍ରିଜ୍ରେ ଶହେରୁ ଅଧିକ ଖାଲ! ⚠️ ଟିମ୍ବର ବ୍ରିଜ୍ରେ ମରଣଯନ୍ତା! 📍 କୋରାପୁଟ | ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥର ଟିମ୍ବର ବ୍ରିଜ୍ ଏବେ ଖାଲଖମାରେ ଭର୍ତ୍ତି। ପ୍ରାୟ ଶହେ ମିଟର ଲମ୍ବା ବ୍ରିଜ୍ ଉପରେ ଶହେରୁ ଅଧିକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥର ଏଭଳି ଦୟନୀୟ ଅବସ୍ଥା ପ୍ରତି ସମ୍ପୃକ୍ତ ବିଭାଗ କେବେ ଦୃଷ୍ଟି ଦେବ? ତୁରନ୍ତ ମରାମତି କରି ବ୍ରିଜ୍କୁ ଯାତାୟାତ ଉପଯୋଗୀ କରିବାକୁ ଦାବି ହେଉଛି। 📹 ଦୃଶ୍ୟ: ଟିମ୍ବର ବ୍ରିଜ୍, ସୁନାବେଡ଼ା #Koraput #Sunabeda #NH26 #TimberBridge #RoadSafety #KoraputNews #OdishaNews
Koraput Town, Koraput | Aug 18, 2026
ମେଘରାଜରେ ବଡ଼ଧରଣର ଚୋରି! କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ ଓ ଭଣଜାଙ୍କ ଘରୁ ଚୋରି ଅଭିଯୋଗ। ତାଲା ଭାଙ୍ଗି ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ। 🔸 ଭାସ୍କର ରାଓଙ୍କ ଘରୁ ପ୍ରାୟ ୩୦ ତୋଳା ସୁନା ଓ ନଗଦ ଚୋରି 🔸 ଶ୍ରୀନୁଙ୍କ ଘରୁ ପ୍ରାୟ ୨୦ ତୋଳା ସୁନା ଓ ୧ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଚୋରି ଅଭିଯୋଗ 🔸 ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତଙ୍କ କାଣ୍ଡ! 📍 ସ୍ଥାନ: ମେଘରାଜ, କୋରାପୁଟ #Koraput #Meghraj #Theft #CrimeNews #KoraputNews #OdishaNews #BreakingNews
Koraput Town, Koraput | Aug 18, 2026
ମେଘରାଜରେ ବଡ଼ଧରଣର ଚୋରି ! ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଦୁଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ! 🔸 ପ୍ରାୟ ୫୦ ତୋଳା ସୁନା ଚୋରି ଅଭିଯୋଗ 🔸 ୧ ଲକ୍ଷରୁ ଅଧିକ ନଗଦ ଚୋରି ଅଭିଯୋଗ ଘଟଣା ପରେ ମେଘରାଜ ଅଞ୍ଚଳରେ ଆତଙ୍କ। ବାରମ୍ବାର ଚୋରିକୁ ନେଇ କଡ଼ା ପାଟ୍ରୋଲିଂ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। #କୋରାପୁଟ #ମେଘରାଜ #ଚୋରି #କୋରାପୁଟ_ଖବର #OdishaNews #KoraputNews
Koraput Town, Koraput | Aug 18, 2026
🚨 କୋରାପୁଟ ମେଘରାଜରେ ବଡ଼ଧରଣର ଚୋରି! 🚨 ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ଲୁଟ୍! ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ପ୍ରାୟ ୫୦ ତୋଳା ସୁନା ସହ ଲକ୍ଷାଧିକ ଟଙ୍କା ନଗଦ ଚୋରି ହୋଇଥିବା ଅଭିଯୋଗ। ଚୋରି ଘଟଣା ପରେ ମେଘରାଜ ଅଞ୍ଚଳରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ କଡ଼ାକଡ଼ି ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି। 📍 ମେଘରାଜ, କୋରାପୁଟ #KoraputNews #Meghraj #Koraput #CrimeNews #Theft #OdishaNews #କୋରାପୁଟ #ମେଘରାଜ #ଚୋରି
Koraput Town, Koraput | Aug 18, 2026