ବ୍ରିଜ୍ରେ ଶହେରୁ ଅଧିକ ଖାଲ!
⚠️ ଟିମ୍ବର ବ୍ରିଜ୍ରେ ମରଣଯନ୍ତା!
📍 କୋରାପୁଟ | ସୁନାବେଡ଼ା
୨୬ ନମ୍ବର ଜାତୀୟ ରାଜପଥର ଟିମ୍ବର ବ୍ରିଜ୍ ଏବେ ଖାଲଖମାରେ ଭର୍ତ୍ତି। ପ୍ରାୟ ଶହେ ମିଟର ଲମ୍ବା ବ୍ରିଜ୍ ଉପରେ ଶହେରୁ ଅଧିକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ଜାତୀୟ ରାଜପଥର ଏଭଳି ଦୟନୀୟ ଅବସ୍ଥା ପ୍ରତି ସମ୍ପୃକ୍ତ ବିଭାଗ କେବେ ଦୃଷ୍ଟି ଦେବ? ତୁରନ୍ତ ମରାମତି କରି ବ୍ରିଜ୍କୁ ଯାତାୟାତ ଉପଯୋଗୀ କରିବାକୁ ଦାବି ହେଉଛି।
📹 ଦୃଶ୍ୟ: ଟିମ୍ବର ବ୍ରିଜ୍, ସୁନାବେଡ଼ା
#Koraput #Sunabeda #NH26 #TimberBridge #RoadSafety #KoraputNews #OdishaNews