Public App Logo
ମେଘରାଜରେ ବଡ଼ଧରଣର ଚୋରି ! ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଦୁଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ! 🔸 ପ୍ରାୟ ୫୦ ତୋଳା ସୁନା ଚୋରି ଅଭିଯୋଗ 🔸 ୧ ଲକ୍ଷରୁ ଅଧିକ ନଗଦ ଚୋରି ଅଭିଯୋଗ ଘଟଣା ପରେ ମେଘରାଜ ଅଞ୍ଚଳରେ ଆତଙ୍କ। ବାରମ୍ବାର ଚୋରିକୁ ନେଇ କଡ଼ା ପାଟ୍ରୋଲିଂ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। #କୋରାପୁଟ #ମେଘରାଜ #ଚୋରି #କୋରାପୁଟ_ଖବର #OdishaNews #KoraputNews - Koraput Town News