Public App Logo
Profile Picture

JEYPORE MEDiA

@jeyporemediaa
638Followers
0Following
କୋଟପାଡ ବିଧାୟକ ରୂପୁ ଭତ୍ରାଙ୍କ ସାମ୍ବାଦିକ ସମ୍ମିଳନୀ
ଛାତ୍ର ମୃତ୍ୟୁ ପ୍ରତିବାଦରେ ଜୟପୁର ସଦର ଥାନା ଆଗରେ ଧାରଣା ।  ଶିକ୍ଷକଙ୍କ ମାଡରେ ଛାତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜୟପୁର ବ୍ଲକ ଗଡପଦର ଆଶ୍ରମ ସ୍କୁଲର ମୃତ ଛାତ୍ର ଗଙ୍ଗାଙ୍କ ବାପା ଟିନୁ ଜାନି ଏହି ଅଭିଯୋଗ ଆଣିଛନ୍ତି। ସ୍କୁଲ ପକ୍ଷରୁ କୌଣସି ପ୍ରତକ୍ରିୟା ମିଳିନି।
କୋରାପୁଟ: ଶିକ୍ଷକଙ୍କ ମାଡରେ ଛାତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜୟପୁର ବ୍ଲକ ଗଡପଦର ଆଶ୍ରମ ସ୍କୁଲର ମୃତ ଛାତ୍ର ଗଙ୍ଗାଙ୍କ ବାପା ଟିନୁ ଜାନି ଏହି ଅଭିଯୋଗ ଆଣିଛନ୍ତି। ସ୍କୁଲ ପକ୍ଷରୁ କୌଣସି ପ୍ରତକ୍ରିୟା ମିଳିନି। ପ୍ରଶାସନିକ ତଦନ୍ତ ପରେ ସତ ଜଣାପଡିବ।
କୋରାପୁଟ: କୋଟପାଡ ବ୍ଲକର ଏହି ବନ୍ୟା ପ୍ରଭାବିତ ଗାଁକୁ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଜଳ ଗାଁରେ ନାହିଁ। ଏବେ କେବଳ ଦୁର୍ଦ୍ଦଶା। ସମସ୍ୟାରେ ଥିବା ପିରିଞ୍ଜି ଗ୍ରାମବାସୀ କଣ କହୁଛନ୍ତି ଶୁଣନ୍ତୁ। CMO Odisha District Magistrate Koraput Rupu Bhatra
କୋରାପୁଟ: ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କୋଟପାଡ ବ୍ଲକର ଯେଉଁ ବନ୍ୟା ପ୍ରଭାବିତ ଗାଁକୁ ଯାଇଥିଲେ ସେହି ପିରିଞ୍ଜୀ ଗାଁର ଲୋକଙ୍କ କଥାକୁ ଶୁଣିଲା ପରେ ପ୍ରଶ୍ନ ଉଠେ, ଫେଲ୍ ମାରିଲା କି କୋରାପୁଟ ଜିଲ୍ଲା ପ୍ରଶାସନର ବନ୍ୟା ମୁକାବିଲା ବ୍ୟବସ୍ଥା ? ଆମେ ଜଳବନ୍ଦୀ ହୋଇ ଛାତ ଉପରେ ଥିଲୁ। ଶୋଇ ପାରିନୁ,  ଭୋକରେ ଥିଲୁ। ପାଣି କମିଲା ତଳକୁ ଆସିଲୁ। ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲେ କିନ୍ତୁ ଆମ ସାହିକୁ ଆସିଲେନି। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଗ୍ରାମବାସୀ।  <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=kbklink nis:value=kbklink nis:enabled=true nis:link/> <nis:link nis:type=tag nis:id=kotpad nis:value=kotpad nis:enabled=true nis:link/>
ଜୟପୁର: LG ସର୍ଭିସିଙ୍ଗ ସେଣ୍ଟରରେ ଚୋରୀ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଜବତ ହୋଇଥିବା ଟାଉନ ପୋଲିସ ସୂଚନା ଦେଇଛି।
ଜୟପୁର: ଉମୂରୀ ନିକଟରେ ଦୂର୍ଘଟଣା। ବୁଲେଟ୍ ଚାଳକ ମୃତ। ମୃତକ ଟାଙ୍କୁଆ ପଞ୍ଚାୟତର ବଳରାମ ପରଜା ବୋଲି ସୂଚନା ମିଳିଛି।
ଜୟପୁର ସହରରେ ବଢୁଛି ଚୋରଙ୍କ ଆତଙ୍କ। ନିର୍ଭୟରେ ଚୋରୀ କରୁଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ସହି ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
କୋଟପାଡ ବନ୍ୟାଞ୍ଚଳର ପ୍ରଭାବିତ ଚାଷୀଙ୍କ କ୍ଷତି ଭରଣା କରନ୍ତୁ ସରକାର । ଏକର ପିଛା ଧାନ ଚାଷ ପାଇଁ ୬୦ ହଜାର ଓ ମକା ଚାଷ ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ। ଘର ଭାଙ୍ଗିଥିଲେ ସମସ୍ତ ପରିବାରକୁ ଆବାସ ଦିଅନ୍ତୁ। ସରକାରଙ୍କ ନିକଟରେ ଦାବି କରିଛନ୍ତି କଂଗ୍ରେସ ନେତା ଅନାମ ଦିଆନ୍।
କୋଟପାଡ ଅଂଚଳରେ ବନ୍ୟା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ
ଦଉଡ଼ିରେ ବାନ୍ଧି ରାସ୍ତାରେ ଚଳାଇଲେ। କୋରାପୁଟରେ କଂଗ୍ରେସ କର୍ମୀ ଆନ୍ଦୋଳନ ବେଳେ ଜ୍ଞାନେସ କୁମାରଙ୍କ ମୁଖା ପିନ୍ଧି ଥିବା ବ୍ୟକ୍ତିଙ୍କୁ ବାନ୍ଧି ଚଳାଇ ଚଳାଇ ନେଇକନ୍ତି। ଆନ୍ଦୋଳନ ସଂପର୍କରେ ସୂଚନା ଦେଉଛନ୍ତି ଜିଲ୍ଲା ସଭାପତି ରୂପକ ତୁରୁକ୍।
ଜୟପୁର: ପାରାବେଡା ଛକରେ ଚୋରୀ। ପୋଲିସ ଜଗୁଛି ତଥାପି କ୍ୟାମେରା କାଡ଼ିଲେ କବାଟ ଭାଙ୍ଗିଲେ ଚୋରୀ କଲେ। ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବ୍ୟବସାୟୀ । ପ୍ରାୟ ଲକ୍ଷେ ଟଙ୍କାର ଚୋରୀ ହୋଇଥିବା ନେଇ ଟାଉନ୍ ଥାନାରେ ଏତଲା ଦେଇଥିବା ସେ କହିଛନ୍ତି।
ଜ୍ଞାନେସ କୁମାର ତିହାର ଜେଲରେ ଚକି ପିସିଂ ଚକି ପିସିଂ ଆଣ୍ଡ ଚକି ପିସିଂ । ଏହି ମନ୍ତବ୍ୟ ଦେଇଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ନେତା ପ୍ରଣବ କିଶୋର ନାୟକ।
କୋଟପାଡ ବନ୍ୟା ଅଞ୍ଚଳ ପରିଦର୍ଶନରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ।
ବନ୍ୟା ପରିସ୍ଥିତିରେ ବର୍ଷା ଯୋଗୁଁ ହଇରାଣ ହେଉଥିବା ବେଳେ ଆପଣଙ୍କର ସୁଖ ଦୁଃଖର ସାଥୀ ବୋଲାଉଥିବା ସ୍ଥାନୀୟ ଜନପ୍ରତିନିଧି ଆପଣଙ୍କ ପାଖରେ ପହଞ୍ଚି ଥିଲେ କି ? ଆପଣଙ୍କ ମତାମତ ଦିଅନ୍ତୁ ! <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=nabarangapur nis:value=Nabarangapur nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
କୋଟପାଡ ବ୍ଲକ ଆସନା ଅଞ୍ଚଳର ଜଣେ ବୃଦ୍ଧ ଘରୁ ବାହାରିଥିଲେ। ପାଣିର ସୁଅରେ ବଣିଆ ପର୍ଯ୍ୟନ୍ତ ପହଞ୍ଚିଗଲେ। ଖପୁରୀଗୁଡା ନିକଟ ବନ୍ୟାଞ୍ଚଳରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଓଡ଼୍ରାଫ୍।
କୋରାପୁଟ ଓ ନବରଙ୍ଗପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ!
ଜୟପୁର ହାଟପଦାରେ ଥିବା ଡାକ୍ତରଖାନାରେ ପଶିଲା ପାଣି <nis:link nis:type=tag nis:id=jeypore nis:value=jeypore nis:enabled=true nis:link/> <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/>
ଜୟପୁର ଆର୍ଟ ସ୍କୁଲ କମ୍ପ୍ୟୁଟର ଲ୍ୟାବରେ ନିଆଁ <nis:link nis:type=tag nis:id=jeypore nis:value=jeypore nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/> <nis:link nis:type=tag nis:id=koraput nis:value=koraput nis:enabled=true nis:link/>
ଜୟପୁରରୁ ଗଡପଦର ସଂଯୋଗ କରୁଥିବା ଏକଟାଗୁଡ଼ା ବ୍ରିଜ୍ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ।।
ଜୟପୁର ଅଂଚଳରେ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ
ଜୟପୁର: ମାଳିଗୁଡ଼ା ରେଳ ଷ୍ଟେସନ ନିକଟରେ ଏକ ବିଦ୍ୟୁତ୍ ଟାୱାର ଭାଙ୍ଗି ପଡିଥିବା ସୂଚନା ମିଳିଛି। <nis:link nis:type=tag nis:id=jeypore nis:value=jeypore nis:enabled=true nis:link/> <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=jayapur nis:value=jayapur nis:enabled=true nis:link/> <nis:link nis:type=tag nis:id=koraputiareels nis:value=koraputiareels nis:enabled=true nis:link/> <nis:link nis:type=tag nis:id=jeyporenews nis:value=jeyporenews nis:enabled=true nis:link/>
ବିଧାୟକ ଏମିତି ହେବା ଦରକାର। କୋଟପାଡ ବିଧାୟକ ରୁପୁ ଭାତ୍ରାଙ୍କ ଭଳି । ବନ୍ୟା ପରିସ୍ଥିତିରେ ଲୋକଙ୍କ ସହିତ।
ପ୍ରବଳ ବର୍ଷା ହେତୁ କୋରାପୁଟ ରାୟଗଡା ରେଳ ଲାଇନ୍ ପ୍ରଭାବିତ <nis:link nis:type=tag nis:id=koraput nis:value=koraput nis:enabled=true nis:link/> <nis:link nis:type=tag nis:id=kbklink nis:value=kbklink nis:enabled=true nis:link/> <nis:link nis:type=tag nis:id=koraputodisha nis:value=koraputodisha nis:enabled=true nis:link/>
ଜୟପୁର ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା ଯାତ୍ରୀ ଧ୍ୟାନ ଦିଅନ୍ତୁ । ୨୫ ତାରିଖରେ ସମଲେଶ୍ୱରୀ, ହୀରାଖଣ୍ଡ ଏବଂ ଜଗଦଲପୁର–ରାଉରକେଲା ଇଣ୍ଟରସିଟି ଟ୍ରେନ୍ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ । 
।VSKP–କିରଣ୍ଡୁଲ୍–VSKP ଏକ୍ସପ୍ରେସ୍ ଏବଂ ପାସେଞ୍ଜର ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାତିଲ ରହିବ।