Public App Logo
ମେଘରାଜରେ ବଡ଼ଧରଣର ଚୋରି! କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ ଓ ଭଣଜାଙ୍କ ଘରୁ ଚୋରି ଅଭିଯୋଗ। ତାଲା ଭାଙ୍ଗି ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ। 🔸 ଭାସ୍କର ରାଓଙ୍କ ଘରୁ ପ୍ରାୟ ୩୦ ତୋଳା ସୁନା ଓ ନଗଦ ଚୋରି 🔸 ଶ୍ରୀନୁଙ୍କ ଘରୁ ପ୍ରାୟ ୨୦ ତୋଳା ସୁନା ଓ ୧ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଚୋରି ଅଭିଯୋଗ 🔸 ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତଙ୍କ କାଣ୍ଡ! 📍 ସ୍ଥାନ: ମେଘରାଜ, କୋରାପୁଟ #Koraput #Meghraj #Theft #CrimeNews #KoraputNews #OdishaNews #BreakingNews - Koraput Town News