#ଗାନ୍ଧୀ_ଓ_ଶାସ୍ତ୍ରୀ_ଜୟନ୍ତୀରେ_ମଦମୁକ୍ତ_ହେଲା_ଗାଁ
ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗାଁକୁ ମଦମୁକ୍ତ କରିବା ନେଇ ନିଆଯାଇଛି ସଂକଳ୍ପ। ଗ୍ରାମବାସୀଙ୍କ ଉଦ୍ୟମରେ ମଦ ବିରୋଧରେ ସଚେତନତା ସୃଷ୍ଟି ସହ ମଦମୁକ୍ତ ଗାଁ ଗଠନ ପାଇଁ ପଦକ୍ଷେପ ନିଆଯାଇଛି।
📍 କୋରାପୁଟ
#ଗାନ୍ଧୀଜୟନ୍ତୀ #ଶାସ୍ତ୍ରୀଜୟନ୍ତୀ #ମଦମୁକ୍ତଗାଁ #ମଦବିରୋଧୀସଚେତନତା #କୋରାପୁଟ #OdishaNews #News11OdiaLive
Koraput Town, Koraput | Oct 2, 2026