#ଗାନ୍ଧୀ_ଜୟନ୍ତୀରେ_ଏକାଠି_ହେଲେ_କଂଗ୍ରେସ_ନେତା_ଓ_କର୍ମୀ
🇮🇳 ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଦଳୀୟ ନେତା ଓ କର୍ମୀମାନେ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟର ବାର୍ତ୍ତାକୁ ସ୍ମରଣ କରିଥିଲେ।
📍 ପଟ୍ଟାଙ୍ଗି, କୋରାପୁଟ
#GandhiJayanti #Padayatra #Congress #Koraput #Pottangi #Odisha #News11Odia
Koraput Town, Koraput | Oct 2, 2026