#କୋରାପୁଟ_ପୌର_ପରିଷଦରେ_ସ୍ୱଚ୍ଛତା_ହିଁ_ସେବା_କାର୍ଯ୍ୟକ୍ରମ
ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ପୌର ପରିଷଦ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ। ସ୍ୱଚ୍ଛତା ପ୍ରତି ସଚେତନତା ଓ ସାମୂହିକ ଅଂଶଗ୍ରହଣ ଉପରେ ଦିଆଗଲା ଗୁରୁତ୍ୱ।
📍 କୋରାପୁଟ ପୌର ପରିଷଦ
📅 ୨ ଅକ୍ଟୋବର ୨୦୨୬
🎥 କାର୍ଯ୍ୟକ୍ରମର ଝଲକ ଦେଖନ୍ତୁ...
#ସ୍ୱଚ୍ଛତାହିଁସେବା #SwachhataHiSeva2026 #Koraput #KoraputMunicipality #GandhiJayanti #KoraputNews #News11Odia
Koraput Town, Koraput | Oct 2, 2026