Public App Logo
ନୂତନ ଓ ବ୍ୟବହୃତ ଜିନିଷର ବିକ୍ରି ହେବ ଜୟପୁର NKT ରୋଡର ପୁରୁଣା MKT ହଲ୍ ସମ୍ମୁଖ ଜୈନ ଭବନରେ ବିକ୍ରିରୁ ଆଦାୟ ହୋଇଥିବା ସମସ୍ତ ଅର୍ଥ ରେଡ୍ କ୍ରସ୍ ସୋସାଇଟିକୁ ଦାନ କରାଯିବ ବୋଲି ଆୟୋଜକ ମାନବ ସେବା କେନ୍ଦ୍ର ପକ୍ଷରୁ କୁହାଯାଇଛି। - Koraput Town News