Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ବସ୍ତା: ଜଳକା ନଦୀର ବନ୍ୟା ପରିସ୍ଥିତି କୁ ନେଇ ବସ୍ତା ତହସିଲଦାରଙ୍କ ପ୍ରତିକ୍ରିୟା

Basta, Balasore | Aug 14, 2026

MORE NEWS

ପୁଣି ବସ୍ତା କୁ ଡରାଇଲାଣି ବନ୍ୟା,ଆଉଥରେ ଆସିପାରେ ବନ୍ୟା 
#flood #WaterLogging #heavyrain #waterfall #viralreels #viralpost #viralreelschallenge #reelsinstagram #reelsviral #reelschallenge #reelsviralシ #mahimatv #BASTA #balasore 
Pramod Behera Mahima TV @top fans SRK

ପୁଣି ବସ୍ତା କୁ ଡରାଇଲାଣି ବନ୍ୟା,ଆଉଥରେ ଆସିପାରେ ବନ୍ୟା #flood #WaterLogging #heavyrain #waterfall #viralreels #viralpost #viralreelschallenge #reelsinstagram #reelsviral #reelschallenge #reelsviralシ #mahimatv #BASTA #balasore Pramod Behera Mahima TV @top fans SRK

Basta, Balasore | Aug 16, 2026

#ପ୍ରକୃତିବନ୍ଧୁ_ସୁମନ୍ତ_ଜେନାଙ୍କ_ମହାନତା । 
ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଜଳକା ନଦୀ ବିଭୀଷିକା ଭିତରେ କୁଡିଆ ପଞ୍ଚାୟତ ଓ ବାସୁଚକୁରାଇ ପଞ୍ଚାୟତ ରେ ବନ୍ୟା ଜଳବନ୍ଦୀ ଘେରରେ ପରିବାରକୁ  ସୁଖିଲା ଖାଦ୍ୟ ବଣ୍ଟନ କଲୁ ।
#flood #newsfeed #BASTA #heavyrain #balasore 
Mahima TV

#ପ୍ରକୃତିବନ୍ଧୁ_ସୁମନ୍ତ_ଜେନାଙ୍କ_ମହାନତା । ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଜଳକା ନଦୀ ବିଭୀଷିକା ଭିତରେ କୁଡିଆ ପଞ୍ଚାୟତ ଓ ବାସୁଚକୁରାଇ ପଞ୍ଚାୟତ ରେ ବନ୍ୟା ଜଳବନ୍ଦୀ ଘେରରେ ପରିବାରକୁ ସୁଖିଲା ଖାଦ୍ୟ ବଣ୍ଟନ କଲୁ । #flood #newsfeed #BASTA #heavyrain #balasore Mahima TV

Basta, Balasore | Aug 15, 2026

#ବିପଦ_ସଂକେତ_ଉପରେ_ସୁବର୍ଣ୍ଣ_ରେଖା_ନଦୀ*
 
ବସ୍ତା ବ୍ଲକ ସୁବର୍ଣ୍ଣ ରେଖା ନଦୀ ର କାଦ୍ରାଇଁଆ ନିକଟସ୍ଥ କବର ପଦା ନିକଟରେ ନଦୀ ବନ୍ଧ ଦୁର୍ବଳ ହୋଇ ପ୍ରାୟ ୫୦ଫୁଟ ଲମ୍ବର ନଦୀ ଗର୍ଭ କୁ ଅତଡ଼ା ଖସୁଛି। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର,ବାଲେଶ୍ଵର ଅତିରିକ୍ତ ଜିଲ୍ଲା ପାଳ, ବସ୍ତା ତହସିଲଦାର୍ ସୁଶାନ୍ତ ପଟ୍ଟନାୟକ, ବିଭାଗୀୟ ଯନ୍ତ୍ରୀ  ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ।

#flooding #riverside #BASTA #balasore #SubarnarekhaRiver CMO Odisha Mahima TV Goutambuddha Das

#ବିପଦ_ସଂକେତ_ଉପରେ_ସୁବର୍ଣ୍ଣ_ରେଖା_ନଦୀ* ବସ୍ତା ବ୍ଲକ ସୁବର୍ଣ୍ଣ ରେଖା ନଦୀ ର କାଦ୍ରାଇଁଆ ନିକଟସ୍ଥ କବର ପଦା ନିକଟରେ ନଦୀ ବନ୍ଧ ଦୁର୍ବଳ ହୋଇ ପ୍ରାୟ ୫୦ଫୁଟ ଲମ୍ବର ନଦୀ ଗର୍ଭ କୁ ଅତଡ଼ା ଖସୁଛି। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ବିଧାୟକ ଅଶ୍ୱନୀ କୁମାର ପାତ୍ର,ବାଲେଶ୍ଵର ଅତିରିକ୍ତ ଜିଲ୍ଲା ପାଳ, ବସ୍ତା ତହସିଲଦାର୍ ସୁଶାନ୍ତ ପଟ୍ଟନାୟକ, ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ । #flooding #riverside #BASTA #balasore #SubarnarekhaRiver CMO Odisha Mahima TV Goutambuddha Das

Basta, Balasore | Aug 15, 2026