#BreakingNews -
#ସୁବର୍ଣ୍ଣରେଖା_ନଦୀରେ_ବୁଡି_ପର୍ଯ୍ୟଟକ_ମୃତ୍ୟୁ
ସୁବର୍ଣ୍ଣରେଖା ନଦୀରେ ଗାଧେଇବା ବେଳେ ବୁଡି ଗଲେ ପର୍ଯ୍ୟଟକ, ଦୀର୍ଘ ଦୁଇ ଘଣ୍ଟା ଖୋଜା ଖୋଜି ପରେ ମୃତ ଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ବସ୍ତା ଥାନା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀରେ ଗାଧଉଥିଲା ବେଳେ ଘଟିଛି ଘଟଣା, ଉତ୍ତରପ୍ରଦେଶ ଅଂଚଳରୁ ବସ ଯୋଗେ ପୁରୀ ବୁଲିବାକୁ ଆସିଥିଲା ଆଜି ସକାଳ ସମୟରେ ଗାଧେଇବା ବେଳେ ପାଣିରେ ବୁଡି ଯାଇଥିଲେ ପର୍ଯ୍ୟଟକ । ମୃତକ ଜଣକ ହେଲେ ଅଶୋକ ପାଠ କର । ଶବ ଜବତ କରି ପୋଲିସର ତଦନ୍ତ ଜାରି ।
#NewsUpdate #newsfeed #basta #balasore
#mahimatv #basta #Rajghat #balasore
Dinabandhu Pradhan