Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ଲୋଇସିଂହା: ବୁରୋମୁଣ୍ଡାରେ ଧବଳେଶ୍ଵର ବାବାଙ୍କ ନାମଯଜ୍ଞରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସାମିଲ

Loisinga, Balangir | Feb 15, 2026
ଲୋଇସିଂହା ବ୍ଲକର ବୁରୋମୁଣ୍ଡା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଧବଳେଶ୍ଵର ବାବାଙ୍କ ମନ୍ଦିରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ପବିତ୍ର ଅବସରରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଧାୟକ ତଥା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଯୋଗଦେଇ ଧବଳେଶ୍ଵର ବାବାଙ୍କ ଦର୍ଶନ କରିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନାମଯଜ୍ଞରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ସାମିଲ ହୋଇ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ସେ କହିଥିଲେ, ମହାଦେବଙ୍କ ଅପାର କରୁଣା ଓ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ବୋଲି କାମନ