Public App Logo
Profile Picture

Sanuj Mishra

@mishrasanuj
70135Followers
77Following
ଲୋଇସିଂହା: ଦଶହରା ପାର୍ବଣ ପୂର୍ବରୁ ଟ୍ରାଫିକ ସମସ୍ୟା ଓ ବଢୁଥିବା ଅପରାଧକୁ ନେଇ ପ୍ରତିକ୍ରିୟା ରଖିଲେ ଓକିଲ ସଂଘ ସଭାପତି
ଟିଟିଲାଗଡ: ଟିଟିଲାଗଡ଼ ବ୍ଲକରେ  ୧୦୦ରୁ ଅଧିକ ସ୍କୁଲର ବିଦ୍ୟୁତ୍ କଟା ନେଇ କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ପ୍ରତିକ୍ରିୟା ତୁରନ୍ତ ସଂଯୋଗ ଦାବି
କଣ୍ଟାବାଞ୍ଜି: ଝାରଖମାର  ରେ ଅନଲାଇନ ଆବେଦନ ଓ ଇ-କେୱାଇସି ପରେ ବି ମିଳୁନି ରାସନ କାର୍ଡ, ଦୃଷ୍ଟି ଦେବାକୁ ଦାବି
ଲୋଇସିଂହା: ପୁଇଁତଲା ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ ନ୍ୟାୟ ଦାବି କଲେ ପରିବାରଲୋକେ
ଟିଟିଲାଗଡ: ବଡ଼ମାଲ ରେ ଅସ୍ତ୍ର ନିର୍ମାଣ କାରଖାନାରୁ ଜଣେ ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କ ଅବସର
ବଲାଙ୍ଗୀର: ନିର୍ବାହୀ ଯନ୍ତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା, ଅନୁଭୂତି ବଖାଣିଲେ ଯନ୍ତ୍ରୀ
ବଲାଙ୍ଗୀର: ସଦର ବ୍ଲକ୍ ଆଗରେ ଲୁଟ୍  କଲେଜରୁ ଫେରୁଥିବା ଛାତ୍ରୀଙ୍କ ବ୍ୟାଗ୍ ଝାମ୍ପି ନେଲେ ଦୁଇ ଲୁଟେରା
ବଲାଙ୍ଗୀର: ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ପ୍ରୟାସ ଯୋଜନା ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସିଂରେ ଯୋଗଦେଲେ ଜିଲ୍ଲାପାଳ
ବଲାଙ୍ଗୀର: କଲେଜ ଛକ କଲ୍ୟାଣ  ମଣ୍ଡପରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଟିଟିଲାଗଡ: କତରକେଳାରେ ସେବା ସଂକଳ୍ପ ଅଭିଯାନ ବୃକ୍ଷରୋପଣ ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ
କଣ୍ଟାବାଞ୍ଜି: ଘୁନେଶ ଗ୍ରାମପଞ୍ଚାୟତରେ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ପ୍ରବାସ ନେଇ ସଚେତନତା ଅଭିଯାନ
ବଲାଙ୍ଗୀର: ଡିଏଫଓ କାର୍ଯ୍ୟାଳୟରେ ୭୨ତମ ବନ୍ୟଜନ୍ତୁ ସପ୍ତାହ ପାଳିତ ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ନେଇ ଗଣମାଧ୍ୟମ-ସ୍ୱେଚ୍ଛାସେବୀ ସଂଗଠନ ଆଲୋଚନା
ବଲାଙ୍ଗୀର: ବନ୍ୟଜନ୍ତୁ ସପ୍ତାହରେ ଜଙ୍ଗଲ ନିକଟ ଘରେ ପଶିଥିବା ଚିତାବାଘ ଉଦ୍ଧାର ଓ ମୁକ୍ତିର ଅଭ୍ୟାସ ପ୍ରଦର୍ଶନ
ବଲାଙ୍ଗୀର: ଗାଇବହାଲ ଅଙ୍ଗନବାଡ଼ି କେନ୍ଦ୍ରର ଦୟନୀୟ ଅବସ୍ଥା ଗଛମୂଳେ ପାଠ ପଢୁଛନ୍ତି ଶିଶୁ
ଟିଟିଲାଗଡ: ଶ୍ରମିକ ଭବନରେ ଉଠିଲା କୋଶଲୀ ଭାଷାର ସ୍ୱର, ଚେୟାର ପ୍ରତିଷ୍ଠା ସହ ପଦ୍ମଶ୍ରୀ ଦାବି
ଟିଟିଲାଗଡ: ଦୁର୍ଘଟଣା ପରେ ଜୀବନ ସହ ସଂଘର୍ଷ ସାହାଜବାହାଲରେ ଆମ୍ବୁଲାନ୍ସ ବିଳମ୍ବ ଉଦ୍ଧାର ପାଇଁ ଆଗେଇ ଆସିଲେ ସମାଜସେବୀ
ଲୋଇସିଂହା: ଚନ୍ଦନଭାଟିରେ ଝିଅମାନଙ୍କ ଶିକ୍ଷା ଓ ସଶକ୍ତିକରଣ ନେଇ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ
ବଲାଙ୍ଗୀର: ପିଲାଟିମହୁଲ ଗ୍ରାମରେ ନିଶା ନିବାରଣ ନେଇ ଡିଡିଏସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଲୋଇସିଂହା: ପୁଇଁତଲା ମହାବୀର କଲେଜରେ ଅତିବଡ଼ି ଜଗନ୍ନାଥ ଦାଶ ଓ ସ୍ୱଭାବ କବି ଗଙ୍ଗାଧର ମେହେର ସାହିତ୍ୟ ଆଲୋଚନା ଚକ୍ର
କଣ୍ଟାବାଞ୍ଜି: ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ
ବଲାଙ୍ଗୀର: ସହର ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’, ଶିଶୁଙ୍କ ସହ ଉତ୍ସବରେ ସାମିଲ ହେଲେ ପୌରାଧ୍ୟକ୍ଷା ଲିକା ସାହୁ
ଟିଟିଲାଗଡ: ସଇଁତଳା କୁ ଏନ୍‌ଏସି ମାନ୍ୟତା ଦାବିରେ ଗଣଧାରଣାକୁ କିନ୍ନର ସମାଜର ସମର୍ଥନ
ବଲାଙ୍ଗୀର: ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏଫ୍‌ଓ
କଣ୍ଟାବାଞ୍ଜି: ଭଣ୍ଡାରବାଞ୍ଜିରେ  ଅନଲାଇନ୍ ଆବେଦନ ଓ ଇ-କେୱାଇସି ପରେ ବି ରାସନ କାର୍ଡରୁ ବଞ୍ଚିତ ମହିଳା
ବଲାଙ୍ଗୀର: ଜିଲ୍ଲାପାଳ ଅଫିସ ଘେରିଲେ ଯୋଗାଣ ସହାୟକ-ସହାୟିକା  ୧୧ ଦଫା ଦାବିରେ ଆନ୍ଦୋଳନ