Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ଲୋଇସିଂହା: ଝାଙ୍କର ପାଲି ଗ୍ରାମରେ ଜେ.ଜେ.ସି.ସି.ର ସିଲଭର ଜୁବିଲି କ୍ରିକେଟ ଫାଇନାଲ ସମ୍ପନ୍ନ

Loisinga, Balangir | Feb 18, 2026
ଝଙ୍କାରପାଲି ଗ୍ରାମର ଜେ.ଜେ.ସି.ସି. ପକ୍ଷରୁ ୨୫ତମ ବର୍ଷପୂର୍ତ୍ତି ଅବସରରେ ଆୟୋଜିତ ସିଲ୍ଭର୍ ଜୁବିଲି କ୍ରିକେଟ ପ୍ରତିଯୋଗିତା ୧୪ରୁ ୧୮ ଫେବୃଆରୀ ପର୍ଯ୍ୟନ୍ତ ଉତ୍ସାହର ସହ ଚାଲିଥିଲା। ଆଜି ଫାଇନାଲ ମ୍ୟାଚ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଫାଇନାଲ ଅବସରରେ Pradyumna Hota, Biju Janata Dal ର ସାଧାରଣ ସମ୍ପାଦକ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେ ଆୟୋଜକ ଓ ଖେଳାଳିମାନଙ୍କୁ ଉତ୍ସାହିତ କରି କ୍ରୀଡାଚେତନା ଓ ଯୁବ ଏକତାର ଗୁରୁତ୍ୱ ଉଲ୍ଲେଖ କରିଥିଲେ।