Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ଲୋଇସିଂହା: ଆଗଲପୁର ବ୍ଲକ ନଅଗାଁ ଖରେ ବିଧାୟକ ପାଣ୍ଠିରୁ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ପ୍ରଦାନ

Loisinga, Balangir | Feb 15, 2026
ଶିକା ବେହେଙ୍ଗା ଗ୍ରାମରେ ଅଭାବନୀୟ ଘଟଣା: ବିଷ ପିଇ ମହିଳା ଗୁରୁତର, ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ବଲାଙ୍ଗିର ଜିଲ୍ଲାର ଶିକା ବେହେଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଜଣେ ମହିଳା କୌଣସି କାରଣବଶତଃ ବିଷ ପିଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି Bhima Bhoi Medical College and Hospital ରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି। ଆଜି ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ସମ୍ପର୍କରେ ଖବର ପ୍ରକାଶ ପାଇଛି। ଡାକ୍ତରମାନେ ମହିଳାଙ୍କ ଚିକିତ୍ସାରେ ଲାଗିଥିବାବେଳେ, ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।