#ଜାତୀୟ_କରାଟେ_ଚାମ୍ପିୟନସିପ୍ରେ_କୋରାପୁଟର_ଦମଦାର_ସଫଳତା! 🏆🥋
ମଧ୍ୟପ୍ରଦେଶର ଉଜ୍ଜୈନୀରେ ଅନୁଷ୍ଠିତ Shotokan Karate-Do Indian Association (SKIA) ଜାତୀୟ ଚାମ୍ପିୟନସିପ୍–୨୦୨୬ରେ କୋରାପୁଟ ଜିଲ୍ଲାର ୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚମତ୍କାର ସଫଳତା ହାସଲ କରିଛନ୍ତି। 🇮🇳
🥇 କାଟା ବିଭାଗରେ ୪ଟି ସ୍ୱର୍ଣ୍ଣ ପଦକ
🥈 କାଟା ବିଭାଗରେ ୩ଟି ରୌପ୍ୟ ପଦକ
🏅 କୁମିତେ ବିଭାଗରେ ମଧ୍ୟ ସ୍ୱର୍ଣ୍ଣ ପଦକ
ଏହି ସଫଳତା ମାଧ୍ୟମରେ କୋରାପୁଟର ଯୁବ ପ୍ରତିଭା ଜାତୀୟ ମଞ୍ଚରେ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଖେଳାଳିମାନଙ୍କ ଏହି ସଫଳତାରେ କୋରାପୁଟ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ।
👏 ସମସ୍ତ ବିଜେତା ଖେଳାଳିଙ୍କୁ କୋରାପୁଟ ଜିଲ୍ଲାବାସୀଙ୍କ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ଆଗାମୀ ଦିନରେ ଆହୁରି ବଡ଼ ସଫଳତା ହାସଲ କରନ୍ତୁ—ଏହା ହିଁ ଶୁଭକାମନା। ❤️🏆
#Koraput #Karate #SKIA #NationalKarateChampionship2026 #KoraputPride #OdishaSports #KarateChampion #YoungTalent #KoraputNews #News11Odia
Koraput Town, Koraput | Oct 3, 2026