#କୋରାପୁଟରେ_ବିଶ୍ୱ_ସଂସ୍କୃତ_ଦିବସ_ପାଳିତ
🌿 ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ମହାସମାରୋହରେ ଆୟୋଜିତ କାର୍ଯ୍ୟକ୍ରମ
କୋରାପୁଟ ସ୍ଥିତ ପି.ଏମ୍. ଶ୍ରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଛି।
କାର୍ଯ୍ୟକ୍ରମରେ ଅତିଥିମାନେ ସଂସ୍କୃତ ଭାଷାର ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସଂସ୍କୃତ ଭାଷା ପାଇଁ ନିଜକୁ ସମର୍ପିତ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।
📍 ସ୍ଥାନ: କୋରାପୁଟ
#ବିଶ୍ୱସଂସ୍କୃତଦିବସ #ସଂସ୍କୃତଦିବସ #ଉତ୍କଳସଂସ୍କୃତଶିକ୍ଷକମହାସଂଘ #କୋରାପୁଟ #KoraputNews #OdiaNews #News11Odia
Koraput Town, Koraput | Oct 3, 2026