Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
usr66911008
#କୋରାପୁଟ_ବନ୍ୟା_ପ୍ରଭାବିତଙ୍କୁ_ଠକି_ଦେଲେ_ସରକାର! — ରଘୁରାମ ପଡ଼ାଲ କୋରାପୁଟର ବନ୍ୟା ପ୍ରଭାବିତ ଲୋକଙ୍କୁ ସରକାର ଠକି ଦେଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ। ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକ ସହାୟତା ଓ କ୍ଷତିପୂରଣ ମିଳିନଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବନ୍ୟା ବିପନ୍ନଙ୍କ ପ୍ରତି ସରକାର ତୁରନ୍ତ ଧ୍ୟାନ ଦେଇ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି। 📍 କୋରାପୁଟ 🎙️ ଅଭିଯୋଗ: ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ #Koraput #KoraputNews #ବନ୍ୟା #ବନ୍ୟାବିପନ୍ନ #ରଘୁରାମପଡ଼ାଲ #OdishaNews #News11Odia
Koraput Town, Koraput
| Oct 3, 2026
#କୋରାପୁଟ_ବନ୍ୟା_ପ୍ରଭାବିତଙ୍କୁ_ଠକି_ଦେଲେ_ସରକାର!
#koraput
#koraputnews
#ବନ୍ୟା
#ବନ୍ୟାବିପନ୍ନ
#ରଘୁରାମପଡ଼ାଲ
#odishanews
#news11odia
MORE NEWS
କୋଟପାଡ଼ : ବେଲଗାଁରେ ମାସେ ହେଲା ବିଦ୍ୟୁତ ସରବରାହ ବନ୍ଦ,କୋଟପାଡ଼ ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
Koraput Town, Koraput | Oct 3, 2026
#ବନ୍ୟା_ପରେ_ଚାଷୀଙ୍କ_ମୁଣ୍ଡରେ_ଚଡ଼କ କୋଟପାଡ଼ : ବନ୍ୟା ପରେ ଭାଗଚାଷୀଙ୍କ ମୁଣ୍ଡରେ ଚଡ଼କ,ଘରେ ନାହିଁ ଖାଇବାକୁ ଦାନା,ଚାଷ ସମ୍ପୂର୍ଣ ନଷ୍ଟ,ଚିନ୍ତାରେ ଚାଷୀ,ସରକାରି ସହାୟତାକୁ ଅପେକ୍ଷା l ସରକାର ଯାହା ଦେଲେ ତାହା ଖାଉଛୁ l ଦୁଃଖ ବଖାଣିଲେ ଜଣେ ମହିଳା ଚାଷୀ l #Kotpad #Kotpadflood Bdo Kotpad CMO Odisha #CropLoss #Farmerissue #କୋଟପାଡ଼ #ବନ୍ୟା #ଭାଗଚାଷୀ #ଚାଷୀଙ୍କ_ଦୁର୍ଦ୍ଦଶା #ବନ୍ୟା_କ୍ଷୟକ୍ଷତି #ସରକାରୀ_ସହାୟତା #ଚାଷ_ନଷ୍ଟ #ଚାଷୀଙ୍କ_ସମସ୍ୟା #Flood #FloodVictims #Farmers #KotpadNews #OdishaNews #BreakingNews #OdiaNews #GroundReport #Koraput #fbviralvideo #viralvideo #nonfollowers #thankyou #kotpadbreakingnews
Koraput Town, Koraput | Oct 3, 2026
#ରାଷ୍ଟ୍ରପତି_ପୁରସ୍କୃତ_ତରୁଣ_ସାରଙ୍କୁ_ସମ୍ବର୍ଦ୍ଧନା କୋରାପୁଟର ଗର୍ବ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ତରୁଣ ସାରଙ୍କୁ ସମ୍ବର୍ଦ୍ଧନା ଜଣାଇଲା କୋରାପୁଟ ସାହିତ୍ୟ ପରିବାର। ସମ୍ବର୍ଦ୍ଧନା ବେଳେ ନିଜ ମାଟି ଓ ନିଜ ଲୋକଙ୍କ ଭଲପାଇବାରେ ଭାବବିହ୍ୱଳ ହୋଇପଡ଼ିଲେ ତରୁଣ ସାର। ଏହି ଅବସରରେ ସାହିତ୍ୟ ପରିବାରର ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ❤️🌹 📍 କୋରାପୁଟ 🎓 ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ତରୁଣ ସାର #Koraput #TarunSir #Teacher #ସମ୍ବର୍ଦ୍ଧନା #କୋରାପୁଟ #ସାହିତ୍ୟ #News11Odia #KoraputNews
Koraput Town, Koraput | Oct 3, 2026
#କୋରାପୁଟରୁ_ମସ୍କୋ_ଯାତ୍ରା ✈️🇷🇺 କୋରାପୁଟ ଛାଡ଼ିବା ବେଳେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ପୁରସ୍କୃତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ସାର। ନିଜ ମାଟି, ନିଜ ଲୋକ ଓ କୋରାପୁଟ ସହିତ ଜଡ଼ିଥିବା ଭାବନାରେ ଆଖିରେ ଆସିଗଲା ଲୁହ। ଏବେ କୋରାପୁଟରୁ ମସ୍କୋ ଅଭିମୁଖେ ନୂଆ ଯାତ୍ରା। ତାଙ୍କ ଏହି ଯାତ୍ରାକୁ ନେଇ କୋରାପୁଟବାସୀଙ୍କ ମଧ୍ୟରେ ଉତ୍ସାହ। ❤️ 📍 କୋରାପୁଟରୁ ମସ୍କୋ 🎓 ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ତରୁଣ ସାର #Koraput #Moscow #TarunSir #Teacher #KoraputNews #News11Odia #OdishaNews #KoraputToMoscow
Koraput Town, Koraput | Oct 3, 2026
#ଗାନ୍ଧୀ_ଜୟନ୍ତୀରେ_ଏକାଠି_ହେଲେ_କଂଗ୍ରେସ_ନେତା_ଓ_କର୍ମୀ 🇮🇳 ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଦଳୀୟ ନେତା ଓ କର୍ମୀମାନେ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ସତ୍ୟର ବାର୍ତ୍ତାକୁ ସ୍ମରଣ କରିଥିଲେ। 📍 ପଟ୍ଟାଙ୍ଗି, କୋରାପୁଟ #GandhiJayanti #Padayatra #Congress #Koraput #Pottangi #Odisha #News11Odia
Koraput Town, Koraput | Oct 2, 2026
ଜୟପୁର: ସହରର ମହିଳାଙ୍କୁ ନିର୍ଯାତନା ଅଭିଯୋଗ। ଜଣେ ଯୁବକ ଧୋକ୍କା ଦେବା ସହ ଟଙ୍କା ସୁନା ନେଉଥିବା ଅଭିଯୋଗ କରିଛନ୍ତି ମହିଳା।
Koraput Town, Koraput | Oct 2, 2026
ଜୟପୁର ରଜାନଗରରେ ଦଶହରା ପାଇଁ ପ୍ରସ୍ତୁତ ହେଉଛି 65 ଫୁଟ ଉଚ୍ଚର ମେଢ଼।
Koraput Town, Koraput | Oct 2, 2026
#ଗାନ୍ଧୀ_ଓ_ଶାସ୍ତ୍ରୀ_ଜୟନ୍ତୀରେ_ମଦମୁକ୍ତ_ହେଲା_ଗାଁ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗାଁକୁ ମଦମୁକ୍ତ କରିବା ନେଇ ନିଆଯାଇଛି ସଂକଳ୍ପ। ଗ୍ରାମବାସୀଙ୍କ ଉଦ୍ୟମରେ ମଦ ବିରୋଧରେ ସଚେତନତା ସୃଷ୍ଟି ସହ ମଦମୁକ୍ତ ଗାଁ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। 📍 କୋରାପୁଟ #ଗାନ୍ଧୀଜୟନ୍ତୀ #ଶାସ୍ତ୍ରୀଜୟନ୍ତୀ #ମଦମୁକ୍ତଗାଁ #ମଦବିରୋଧୀସଚେତନତା #କୋରାପୁଟ #OdishaNews #News11OdiaLive
Koraput Town, Koraput | Oct 2, 2026