#ଜୟପୁରରେ_କଣ୍ଟେଣ୍ଟ_କ୍ରିଏଟର_ସାମ୍ବାଦିକ_ଓ_ରିପୋର୍ଟରଙ୍କୁ_ସମ୍ବର୍ଦ୍ଧନା 🏆
ସମାଜ ଓ ଦେଶ ପ୍ରତି ନିଜର ଲେଖନୀ, ଦୃଷ୍ଟିକୋଣ ଓ ସୃଜନଶୀଳତା ମାଧ୍ୟମରେ ଅବଦାନ ରଖୁଥିବା କଣ୍ଟେଣ୍ଟ କ୍ରିଏଟର, ସାମ୍ବାଦିକ ଓ ରିପୋର୍ଟରମାନଙ୍କୁ ଜୟପୁରରେ ସମ୍ବର୍ଦ୍ଧନା।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଆୟୋଜିତ ହେବ ଏହି Felicitation Program।
📅 ତାରିଖ: ୩ ଅକ୍ଟୋବର
⏰ ସମୟ: ସକାଳ ୧୧ଟା
📍 ସ୍ଥାନ: ମିଶନ ଶକ୍ତି ହଲ୍, ପାରାବେଡ଼ା, ଜୟପୁର
📰 ଗଣମାଧ୍ୟମ ଓ କଣ୍ଟେଣ୍ଟ କ୍ରିଏଟରଙ୍କ ଅବଦାନକୁ ସମ୍ମାନ।
#Jeypore #Koraput #ContentCreator #Journalist #Reporter #FelicitationProgram #OdiaNews #News11Odia