Public App Logo
🚨 କୋରାପୁଟ ମେଘରାଜରେ ବଡ଼ଧରଣର ଚୋରି! 🚨 ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ତାଲା ଭାଙ୍ଗି ପ୍ରାୟ ୫୦ ତୋଳା ସୁନା ସହ ଲକ୍ଷାଧିକ ଟଙ୍କା ନଗଦ ଚୋରି ହୋଇଥିବା ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଏହି ଚୋରି କରିଥିବା ସୂଚନା। ଘଟଣା ପରେ ମେଘରାଜ ଅଞ୍ଚଳରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ବାରମ୍ବାର ଚୋରି ଘଟଣାକୁ ନେଇ ଅଞ୍ଚଳରେ କଡ଼ାକଡ଼ି ପାଟ୍ରୋଲିଂ ସହ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। #Koraput #Meghraj #KoraputNews #Theft #CrimeNews #OdishaNews #କୋରାପୁଟ #ଚୋରି #ମେଘରାଜ #ସ୍ଥାନୀୟବାସିନ୍ଦା - Koraput Town News