Public App Logo
🚨 ଚୋରି ହୋଇଗଲା ଅର୍ଜିତ ଧନ, ମେଘରାଜବାସୀଙ୍କ ଆଖିରେ ଲୁହ 😢 କୋରାପୁଟ ସହରର ମେଘରାଜ ଅଞ୍ଚଳରେ ବଡ଼ ଧରଣର ଚୋରି। ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଦିନରାତି ପରିଶ୍ରମ କରି ସଞ୍ଚୟ କରିଥିବା ଅର୍ଜିତ ଧନ ଚୋରି ହୋଇଯିବା ପରେ ପରିବାରରେ ଦୁଃଖର ଛାୟା। ଘଟଣାକୁ ନେଇ ମେଘରାଜବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରଙ୍କୁ ଧରିବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ନେଇ ଆଶା ବଢ଼ିଛି। 📍 ସ୍ଥାନ: ମେଘରାଜ, କୋରାପୁଟ 🔴 ଚୋରି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା #Koraput #Meghraj #Theft #CrimeNews #KoraputNews #OdishaNews #ମେଘରାଜ #କୋରାପୁଟ #ଚୋରି - Koraput Town News