🚨 କୋରାପୁଟ ମେଘରାଜରେ ଚୋରି ଘଟଣାକୁ ନେଇ ଟାଉନ୍ ପୋଲିସର ତନାଘନା
କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାର ତଦନ୍ତ ଆରମ୍ଭ କରିଛି କୋରାପୁଟ ଟାଉନ୍ ପୋଲିସ। ଚୋରି ପଛରେ କିଏ ରହିଛି ଏବଂ କିଭଳି ଘଟଣା ଘଟିଲା, ସେନେଇ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।
🔎 ଘଟଣାର ପର୍ଦାଫାସ କରିବାକୁ ପୋଲିସର ତଦନ୍ତ ଜାରି।
#Koraput #Meghraj #KoraputTownPolice #Theft #CrimeNews #KoraputNews #OdishaNews
Koraput Town, Koraput | Aug 18, 2026