Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
କଣ୍ଟାମାଳ ପୋଲିସ ଦ୍ୱାରା ନିଶା ନିବାରଣ ଓ ସାଇବର ସୁରକ୍ଷା ସଚେତନତା ସଭା କଣ୍ଟାମାଳ ଥାନା ପୋଲିସ ଟିମ୍ ପକ୍ଷରୁ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 🔹 NDPS ଆଇନ (ଧାରା ୪୭): ବେଆଇନ ନିଶାଦ୍ରବ୍ୟ କାରବାର ଓ ଏହାର କୁପରିଣାମ। 🔹 ବିକଳ୍ପ ଚାଷ ଓ ଜୀବିକା: ଗଞ୍ଜେଇ/ବେଆଇନ ଚାଷରୁ ଦୂରେଇ ରହି ସ୍ଥାୟୀ ଜୀବିକା ପନ୍ଥା ଆପଣାଇବା। 🔹 ସାଇବର ସୁରକ୍ଷା: ଇଣ୍ଟରନେଟ୍ର ସୁରକ୍ଷିତ ବ୍ୟବହାର ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଆଚରଣ। ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସାମୂହିକ ପ୍ରଚେଷ୍ଟା ଦ୍ୱାରା ଏକ ନିଶାମୁକ୍ତ, ସାଇବର ସୁରକ୍ଷିତ ଓ ଦାୟିତ୍ୱଶୀଳ ସମାଜ ଗଠନ ପାଇଁ ପୋଲିସ ପ୍ରଶାସନ ପ୍ରତିବଦ୍ଧ। #KantamallPolice #BoudhPolice #AwarenessProgram #DrugFreeSociety #CyberAwareness #OdishaPolice #Boudh - Baudh Sadar News
bouddhatimes7
Previous slide
Next slide
କଣ୍ଟାମାଳ ପୋଲିସ ଦ୍ୱାରା ନିଶା ନିବାରଣ ଓ ସାଇବର ସୁରକ୍ଷା ସଚେତନତା ସଭା କଣ୍ଟାମାଳ ଥାନା ପୋଲିସ ଟିମ୍ ପକ୍ଷରୁ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 🔹 NDPS ଆଇନ (ଧାରା ୪୭): ବେଆଇନ ନିଶାଦ୍ରବ୍ୟ କାରବାର ଓ ଏହାର କୁପରିଣାମ। 🔹 ବିକଳ୍ପ ଚାଷ ଓ ଜୀବିକା: ଗଞ୍ଜେଇ/ବେଆଇନ ଚାଷରୁ ଦୂରେଇ ରହି ସ୍ଥାୟୀ ଜୀବିକା ପନ୍ଥା ଆପଣାଇବା। 🔹 ସାଇବର ସୁରକ୍ଷା: ଇଣ୍ଟରନେଟ୍ର ସୁରକ୍ଷିତ ବ୍ୟବହାର ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଆଚରଣ। ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସାମୂହିକ ପ୍ରଚେଷ୍ଟା ଦ୍ୱାରା ଏକ ନିଶାମୁକ୍ତ, ସାଇବର ସୁରକ୍ଷିତ ଓ ଦାୟିତ୍ୱଶୀଳ ସମାଜ ଗଠନ ପାଇଁ ପୋଲିସ ପ୍ରଶାସନ ପ୍ରତିବଦ୍ଧ। #KantamallPolice #BoudhPolice #AwarenessProgram #DrugFreeSociety #CyberAwareness #OdishaPolice #Boudh
Baudh Sadar, Boudh (Bauda)
| Aug 18, 2026
#kantamallpolice
#boudhpolice
#awarenessprogram
#drugfreesociety
#cyberawareness
#odishapolice
#boudh
MORE NEWS
ପଞ୍ଚାୟତ ହାଇସ୍କୁଲ୍ ରେ ଶିକ୍ଷକ ଅଭାବ ନେଇ ଶିକ୍ଷକ ଯୋଗାଇ ଦେବାକୁ ଦାବି କଲେ ଛାତ୍ରୀ
Baudh Sadar, Boudh (Bauda) | Aug 18, 2026
ଚାରିଛକ ହାଇସ୍କୁଲ୍ ରେ ଶିକ୍ଷକ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ ସ୍କୁଲ କମିଟି ସଭାପତି
Baudh Sadar, Boudh (Bauda) | Aug 18, 2026
ସବୁ ସମୀୟା ଖେଳ… 💔 ଏତେ ଜଲଦି ଆମକୁ ଛାଡ଼ି ଚାଲିଯିବ ବୋଲି ଆମେ କେବେ ଭାବି ନାଇଁ ଥାଇ ଦାଦା… 😢🙏 ଆପଣଙ୍କ ସ୍ମୃତି ସବୁବେଳେ ଆମ ହୃଦୟରେ ମନେ ରହିବ। ଆପଣଙ୍କ ହସ, ଆପଣଙ୍କ ସ୍ୱର ଓ ଆପଣଙ୍କ ସରଳ ବ୍ୟବହାର ସବୁବେଳେ ମନେ ପଡ଼ିବ। 🥺 ବିଶ୍ୱ ବଗର୍ତ୍ତୀ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି। 🙏🕯️ ଓଁ ଶାନ୍ତି। 🙏💐
Baudh Sadar, Boudh (Bauda) | Aug 18, 2026
12 ଜ୍ୟୋତିଲିଙ୍ଗ ରୁ ସବୁଠୁ ଶକ୍ତିଶାଳୀ ବାବା ମହାକାଲେ ସ୍ୱର ଯିଏ କି ମଧ୍ୟପ୍ରଦେଶ ରେ ଅଛନ୍ତି ଦର୍ଶନ କରନ୍ତୁ I ଭକ୍ତି ରେ ସୁନ୍ଦର କମେଣ୍ଟ ସହ ସେୟାର କରନ୍ତୁ
Baudh Sadar, Boudh (Bauda) | Aug 18, 2026