Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
ଚାରିଛକ ହାଇସ୍କୁଲ୍ ରେ ଶିକ୍ଷକ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ ସ୍କୁଲ କମିଟି... - Baudh Sadar News
bouddhatimes7
ଚାରିଛକ ହାଇସ୍କୁଲ୍ ରେ ଶିକ୍ଷକ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ ସ୍କୁଲ କମିଟି ସଭାପତି
Baudh Sadar, Boudh (Bauda)
| Aug 18, 2026
MORE NEWS
ଗୁନ୍ଦୁଳିଆ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ
Baudh Sadar, Boudh (Bauda) | Aug 18, 2026
#ପୁଣି_ନକଲି_କଫ୍_ସିରପ୍_ଜବତ ଦୁଇ ଦିନ ତଳେ ନକଲି କଫ ସିରପ ପ୍ରସ୍ତୁତ କରୁଥିବାର ଘଟଣା ସୋହେଲା ଅଞ୍ଚଳରୁ ସାମ୍ନା କେ ଆସିଥିଲା । ଦୁଇ ଜଣ ଗିରଫ୍ ହୋଇଥିଲେ । କିନ୍ତୁ ଆଜି ପୁଣି ୨ ଗିରଫ, ଜଣେ ଫେରାର ହୋଇଯାଇଛି।ବରଗଡ ଜିଲ୍ଲା ସୋହେଲା ପୋଲିସ ଲୁହୁରାଚଟି ନିକଟରୁ ନକଲି କଫ୍ ସିରପ୍ ପ୍ରସ୍ତୁତ ଓ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ହେଲେ ଅଲେଖ ସାହୁ (୩୩) ଗାଁ - ଖଇରପାଲି ,ଆଦିତ୍ୟ ଓରଫ ଆଦି ମହାପାତ୍ର, ଗାଁ- ଅର୍ଜୁଣ୍ଡା, ଆର୍ ମନୋଜ ମହାପାତ୍ର (୨୪), ଗାଁ -ପଣ୍ଡକିପାଲି ଫେରାର। ପୋଲିସ ୪୬ ବୋତଲ କଫ୍ ସିରପ୍, ପ୍ରାୟ ୧୦ ଲିଟର ମିଶ୍ରଣ ତରଳ, ୩ଟି ମୋବାଇଲ ଓ ଏକ ମହିନ୍ଦ୍ରା ସ୍କର୍ପିଓ ଜବତ କରିଛି।
Baudh Sadar, Boudh (Bauda) | Aug 18, 2026
ଆମ ଆଦମୀ ପାଟି ପକ୍ଷରୁ କଣ୍ଟାମାଲ ଅଞ୍ଚଳରେ e20 ତେଲ ଉପରେ ଜନ ସମ୍ପର୍କ ଅଭିଯାନ ଅନୁଷ୍ଠିତ
Baudh Sadar, Boudh (Bauda) | Aug 18, 2026
କଣ୍ଟାମାଳ ପୋଲିସ ଦ୍ୱାରା ନିଶା ନିବାରଣ ଓ ସାଇବର ସୁରକ୍ଷା ସଚେତନତା ସଭା କଣ୍ଟାମାଳ ଥାନା ପୋଲିସ ଟିମ୍ ପକ୍ଷରୁ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 🔹 NDPS ଆଇନ (ଧାରା ୪୭): ବେଆଇନ ନିଶାଦ୍ରବ୍ୟ କାରବାର ଓ ଏହାର କୁପରିଣାମ। 🔹 ବିକଳ୍ପ ଚାଷ ଓ ଜୀବିକା: ଗଞ୍ଜେଇ/ବେଆଇନ ଚାଷରୁ ଦୂରେଇ ରହି ସ୍ଥାୟୀ ଜୀବିକା ପନ୍ଥା ଆପଣାଇବା। 🔹 ସାଇବର ସୁରକ୍ଷା: ଇଣ୍ଟରନେଟ୍ର ସୁରକ୍ଷିତ ବ୍ୟବହାର ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଆଚରଣ। ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସାମୂହିକ ପ୍ରଚେଷ୍ଟା ଦ୍ୱାରା ଏକ ନିଶାମୁକ୍ତ, ସାଇବର ସୁରକ୍ଷିତ ଓ ଦାୟିତ୍ୱଶୀଳ ସମାଜ ଗଠନ ପାଇଁ ପୋଲିସ ପ୍ରଶାସନ ପ୍ରତିବଦ୍ଧ। #KantamallPolice #BoudhPolice #AwarenessProgram #DrugFreeSociety #CyberAwareness #OdishaPolice #Boudh
Baudh Sadar, Boudh (Bauda) | Aug 18, 2026
ପଞ୍ଚାୟତ ହାଇସ୍କୁଲ୍ ରେ ଶିକ୍ଷକ ଅଭାବ ନେଇ ଶିକ୍ଷକ ଯୋଗାଇ ଦେବାକୁ ଦାବି କଲେ ଛାତ୍ରୀ
Baudh Sadar, Boudh (Bauda) | Aug 18, 2026