Public App Logo
ସବୁ ସମୀୟା ଖେଳ… 💔 ଏତେ ଜଲଦି ଆମକୁ ଛାଡ଼ି ଚାଲିଯିବ ବୋଲି ଆମେ କେବେ ଭାବି ନାଇଁ ଥାଇ ଦାଦା… 😢🙏 ଆପଣଙ୍କ ସ୍ମୃତି ସବୁବେଳେ ଆମ ହୃଦୟରେ ମନେ ରହିବ। ଆପଣଙ୍କ ହସ, ଆପଣଙ୍କ ସ୍ୱର ଓ ଆପଣଙ୍କ ସରଳ ବ୍ୟବହାର ସବୁବେଳେ ମନେ ପଡ଼ିବ। 🥺 ବିଶ୍ୱ ବଗର୍ତ୍ତୀ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି। 🙏🕯️ ଓଁ ଶାନ୍ତି। 🙏💐 - Baudh Sadar News