କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଳକ ମାଝୀଗୁଡା ପଞ୍ଚାୟତ ଠାରେ କଂଗ୍ରେସ କର୍ମ କର୍ତ୍ତାଙ୍କ ସହ ମାଝୀଗୁଡା ପଞ୍ଚାୟତ କଂଗ୍ରେସ କମିଟି ଗଠନ କାର୍ଯ୍ୟକ୍ରମ.ବ୍ଳକ ସଭାପତି ରାମ ଖିଲ ଙ୍କ ସଭାପତି ରେ ଅନୁଷ୍ଠିତ ହେଇଥିଲା ସାଥିରେ ପୂର୍ବତନ ବିଧାୟକ,ନିମାଇଁ ସରକାର, କୃଷ୍ଣ କୁଲଦୀପ, ଅନାମ ଦିଆନ,ଜଗନ୍ନାଥ ବିଶୋଇ, ଜଗନ୍ନାଥ ନାୟକ, ରଘୁନାଥ ମାଳି, ଏହି କାର୍ଯ୍ୟକ୍ରମ ରେ କିଛି ଯୁବ ନେତା ଦୋଳରେ ମଧ୍ୟ ସାମିଲ ହେଇଥିଲେ, ଅରୁଣ ବାରିକ ଏବଂ ଅନେକ ନେତା ଉପସ୍ଥିତ ଥିଲେ