Public App Logo
ଭଦ୍ରକ: ଗତ କାଲି ରାତିରେ ପୁଣି ବୋଲେରୋ ରେ ହେଉଥିଲା ଗୋ ଚାଲାଣ ଗୋ ରକ୍ଷକ ଗୋଡ଼ାଇ ଗୋଡ଼ାଇ ଧରିଲେ। ସୂଚନା ଧାମନଗର ଆଡୁ ଅର୍ଣ୍ଣପାଳ ବିଷ୍ଟୁପୁର୍ ଅଭିମୁଖେ ଯାଉଥିବା ଏହି ଗୋ ବୋଝେଇ ବୋଲେରୋ। ଖବର ପାଇ ଗୋ ରକ୍ଷକ ମାନେ ପିଛା କରିଥିଲେ ଧରା ଯିବା ପରେ ପୋଲିସ ହାତରେ ଗଡିଟିକୁ ଜିମ୍ମା ଦେଇଥିଲେ ଗୋ ରକ୍ଷକ। #citykhabarbhadrak - Bhadrak Rural News