Public App Logo
Profile Picture

City Khabar Bhadrak

@citykhabarbhadrak
113Followers
31Following
ଭଦ୍ରକ: ସ୍ବର୍ଗତ କିରଣବାଳା ବେହେରାଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।  ଅନ୍ନପାଳ ପଞ୍ଚାୟତ ବିଷ୍ଣୁପୁରବିନ୍ଧା ଗାଁରେ ବିଶିଷ୍ଟ ସମାଜସେବୀ ରାମ ଚନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀ ସ୍ବର୍ଗତ କିରଣବାଳା ବେହେରାଙ୍କ ଏଗାର ତମ ଶ୍ରlଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିରକୁ ଶତାଧିଜ ରୋଗୀମାନେ ଆସି  ନିଜର ରକ୍ତଚାପ ଓ ଡାଇବେଟିସ ପରୀକ୍ଷା କରିଥିଲେ ଏବଂ ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ମଧ୍ୟ ନେଇଥିଲେ ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଆକାଶ ମାର୍ଗରୁ ହଦଗଡ଼ ଡ଼୍ୟାମ ଓ ସାଳନ୍ଦୀ ନାଳୀଆ ନଦୀର ବନ୍ୟା ଜଳ ନିଷ୍କାସନର ଦୃଶ୍ୟ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ସ୍ବର୍ଗତ କିରଣବାଳା ବେହେରାଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ।  ଅନ୍ନପାଳ ପଞ୍ଚାୟତ ବିଷ୍ଣୁପୁରବିନ୍ଧା ଗାଁରେ ବିଶିଷ୍ଟ ସମାଜସେବୀ ରାମ ଚନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀ ସ୍ବର୍ଗତ କିରଣବାଳା ବେହେରାଙ୍କ ଏଗାର ତମ ଶ୍ରlଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିରକୁ ଶତାଧିଜ ରୋଗୀମାନେ ଆସି  ନିଜର ରକ୍ତଚାପ ଓ ଡାଇବେଟିସ ପରୀକ୍ଷା କରିଥିଲେ ଏବଂ ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ମଧ୍ୟ ନେଇଥିଲେ,

ଏହି ସେବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା, ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମ ଚନ୍ଦ୍ର ବେହେରା ନିଜ ଧର୍ମ ପତ୍ନୀଙ୍କ ଉଦେଶ୍ୟରେ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ ହାତକୁ ନେଇଥିଲେ। ଏମିତି ମହାନ କାର୍ଯ୍ୟକାରୀ ସମାଜସେବୀ ରାମଚନ୍ଦ୍ର ବେହେରା ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଖାଇଛନ୍ତି, ତେବେ ଆସନ୍ତୁ ଶୁଣିବା ସ୍ଥାନୀୟ ବାସିନ୍ଦା ଓ ରୋଗୀମାନେ କଣ କହୁଛନ୍ତି ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
Video 3
ଭଦ୍ରକ: ସାଳନ୍ଦୀ ନଦୀରୁ ମୃତ୍ୟୁ ଦେହ ଉଦ୍ଧାର, ଗତକାଲି ନଙ୍ଗାମହଲା ନିକଟରେ ଜଣେ ଯୁବକ ପାଣିରେ ବୁଡି ନିଖୋଜ ଥିଲେ । ଆଜି ଲାଙ୍ଗୁଡି ସ୍ଥିତ ସାଳନ୍ଦୀ ନଦୀଘାଟରୁ ମୃତ୍ୟୁ ଦେହକୁ ଉଦ୍ଧାର କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ହେଲେ ଜଣା ପଡ଼ିବ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=ସାଳନ୍ଦୀ_ନଦୀକୁ_ଯୁବକ_ଡେଇଁଲେ। nis:value=ସାଳନ୍ଦୀ_ନଦୀକୁ_ଯୁବକ_ଡେଇଁଲେ। nis:enabled=true nis:link/> ଭଦ୍ରକ ପୁରୁଣା ବଜାର ଥାନା ଅଧିନ ନଙ୍ଗାମହଲା ନିକଟରେ ସାଳନ୍ଦୀ ନଦୀକୁ ଯୁବକ ଡେଇଁ ନିଖୋଜ, ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା ଆରମ୍ଭ କରିଛି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭା ସହ ସଚେତନତା ସଭା ଭଦ୍ରକ ସ୍ଥିତ ଭାଗବତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଦୁର୍ଘଟଣା ରେ ପୁଅ ର ମୃତ୍ୟୁ ପରେ ସଡ଼କ ସଚେତନତା ସୃଷ୍ଟି ଉଦେଶ୍ୟ ରେ ହେଲମେଟ ଦିବସ ପାଳିଲେ ବାପା ମା ।  ହେଲମେଟ ପିନ୍ଧି ନଥିବାରୁ ଏକ ଦୁର୍ଘଟଣା ରେ ପୁଅ ର ମୃତ୍ୟୁ ହେବା ପରେ ସଡ଼କ ସଚେତନତା ଦିବସ ପାଳିଲେ ବାପା ମା ।  ସୂଚନା ଅନୁଯାଇ ଭଦ୍ରକ ନରିପୁର ଗ୍ରାମର ଶିକ୍ଷୟତ୍ରୀ ସୁଜାତା ଖଟୁଆ ଙ୍କ ଏକମାତ୍ର ପୁଅ ଡାକ୍ତର ସୋମିତ୍ର ମହାନ୍ତି ଙ୍କ ଗତ ତିନି ବର୍ଷ ପୂର୍ବେ ପଣ୍ଡିଚେରି ରେ ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା  | ହେଲମେଟ ପିନ୍ଧି ନଥିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣ ରୁ ମୃତ୍ୟୁ ହୋଇଥିଲା  | ସେହି ଉଦେଶ୍ୟ ରେ ସୋମିତ୍ର ମହାନ୍ତିଙ୍କ ୨୮ତମ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କର ମା ସୁଜାତା ଖଟୁଆ ଓ ବାପା ସଂଜୀବ ମହାନ୍ତି  ଙ୍କ ଦ୍ୱାରା ସୋମିତ୍ର ମେମରିୟଲ ପକ୍ଷରୁ ସଡ଼କ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ବୁଧ ମନ୍ଦିର ପରିସରରେ  ଅନୁଷ୍ଠିତ ହୋଇ ଯାଇଛି |  
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ସିରିଜ୍ ବନ୍ୟା ସାଳନ୍ଦୀ ଓ ନାଳିଆ ନଦୀର ଦୁଃଖ ବଢ଼ାଇଛି, ଭଦ୍ରକ ବ୍ଲକ ଓ ଧାମନଗର ବ୍ଲକର ଅନେକ ପଞ୍ଚାୟତକୁ ବନ୍ୟାଜଳ ପ୍ରବେଶ କରିଛି । ଏହା ଦ୍ବାରା ଚାଷଜମି ଓ ମାଟି ଘର ଗୁଡ଼ିକର ଅନେକ କ୍ଷୟକ୍ଷତି ହୋଇଛି। କୁଳବନ୍ଧ ଓ ଘାଇ ଗୁଡିକର ସ୍ଥାୟୀ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ ପୁରୁଣା ବଜାର ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଭଦ୍ରକ ପୁରୁଣାବଜାର ଅଧିନ ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ। ପୁର୍ବ ବନ୍ୟାରୁ ଭଦ୍ରକ ବିଧାୟକ ଏହାକୁ ଉଚ୍ଛେଦ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ବନ୍ୟାଜଳ ନିଷ୍କାସନ ପରେ ସାଳନ୍ଦୀ ଏବେ ଶାନ୍ତ ହୋଇପଡିଛି।
୨୦୨୬ ବର୍ଷରେ ସାଳନ୍ଦୀ ନଦୀରେ ଦୁଇ ଦୁଇ ଥର ବନ୍ୟାଜଳ ପ୍ରବାହିତ ହୋଇଛି। ଅନେକ ବାସ ଗୃହ ନଷ୍ଟ କରିବା ସହ ଧନଜୀବନ ନଷ୍ଟ କରିଛି। ସାଳନ୍ଦୀ ସଂସ୍କାର ପର ଠାରୁ ବର୍ତ୍ତମାନ ଅନେକ ସ୍ଥାନ ଗୁଡିକରେ କୁଳବନ୍ଧ ନଥିବା ଦେଖିବାକୁ ମିଳିଛି। ବାଗୁରାଇ ଠାରୁ ଗୁଜିଦରଡା ଯାଏ ଅନେକ ଘାଇ ସୃଷ୍ଟି ହୋଇଛି। ବନ୍ୟା ପରେ ସାଳନ୍ଦୀ ନଦୀ କୁଳବନ୍ଧ ସୁଧୁଡ଼ିକରଣ କରିବା ଲାଗି ସାଳନ୍ଦୀ ବିଭାଗ ଓ ସରକାର ତତ୍ପର ହେବାର ଆବଶ୍ୟକ ରହିଛି।  
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଭଦ୍ରକ ପୁରୁଣାବଜାର ଅଧିନ ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ। ପୁର୍ବ ବନ୍ୟାରୁ ଭଦ୍ରକ ବିଧାୟକ ଏହାକୁ ଉଚ୍ଛେଦ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=ଡ୍ରେନ_ଉପରେ_କ୍ଲବ୍_ଘର_ହେଲା_ଉଚ୍ଛେଦ। nis:value=ଡ୍ରେନ_ଉପରେ_କ୍ଲବ୍_ଘର_ହେଲା_ଉଚ୍ଛେଦ। nis:enabled=true nis:link/> ଭଦ୍ରକ ବିଧାୟକଙ୍କୁ ଧନ୍ୟବାଦ ଦେଲେ ୨୦ନମ୍ବର ୱାର୍ଡ଼ ବାସିନ୍ଦା। ଭଦ୍ରକ ପୌରପାଳିକା ଅଧିନ ମଲ୍ଲିକ ମଇଦାନ ନିକଟରେ ନାଜାର ନାଳ ଉପରେ ଜବରଦଖଲ କ୍ଲବ ଘର ଆଜି ଉଚ୍ଛେଦ କରାଯାଇଛି। ଏହାକୁ ସ୍ଵାଗତ କରିଛନ୍ତି ଅଞ୍ଚଳବାସୀ। ପୁର୍ବ ବନ୍ୟାରେ ଭଦ୍ରକ ବିଧାୟକ ସ୍ଥିତି ପରଖି ଏହାକୁ ଉଚ୍ଛେଦ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଉଚ୍ଛେଦ ପରେ ଅଞ୍ଚଳ ବାସିନ୍ଦା ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଓଟି ମାର୍କେଟ କମ୍ପ୍ଲେକ୍ସ ରେ ପାଣି ଭଦ୍ରକ ପୌରପାଳିକା ପକ୍ଷରୁ ଡ୍ରେନ ସଫେଇ କାର୍ଯ୍ୟ।
ଭଦ୍ରକ: ମୁଖ୍ୟ ନିର୍ବାଚନ କମିଶନର ଙ୍କ ବିରୋଧ ରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା।
ଭଦ୍ରକ: ବନ୍ୟା ସ୍ଥିତି ନେଇ ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ, ଭଦ୍ରକ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ପୌରପାଳିକାର ବିଭିନ୍ନ ୱାର୍ଡରେ ବନ୍ୟାଜଳ ଯୋଗୁଁ ବ୍ୟାହତ ଜନଜୀବନକୁ ଶୀଘ୍ର ସ୍ୱାଭାବିକ କରିବା ନେଇ ଆଜି ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକରେ ସାମିଲ ହେଲେ ଭଦ୍ରକ ବିଧାୟକ ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=ମନ୍ତ୍ରୀ_ସୂର୍ଯ୍ୟବଂଶୀ_ସୁରଜଙ୍କ_ବନ୍ୟା_ସମୀକ୍ଷା_ବୈଠକ, nis:value=ମନ୍ତ୍ରୀ_ସୂର୍ଯ୍ୟବଂଶୀ_ସୁରଜଙ୍କ_ବନ୍ୟା_ସମୀକ୍ଷା_ବୈଠକ, nis:enabled=true nis:link/> ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=ସାଳନ୍ଦୀ_ସଂସ୍କାର_ଯୋଜନାକୁ_ମନେ_ପକାଉଛନ୍ତି_ଲୋକେ, nis:value=ସାଳନ୍ଦୀ_ସଂସ୍କାର_ଯୋଜନାକୁ_ମନେ_ପକାଉଛନ୍ତି_ଲୋକେ, nis:enabled=true nis:link/> ଅଧୁରା ରହିଗଲା ସାଳନ୍ଦୀ ସଂସ୍କାର ଯୋଜନା। ୨୫ ବର୍ଷ ତଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଦ୍ରକ ସାଂସଦ ସ୍ବର୍ଗତ ଅର୍ଜୁନ ସେଠୀ ଏହି ପ୍ରକଳ୍ପ ହାତକୁ ନେଇ ଥିଲେ। ଆଜି ସେହି ପ୍ରକଳ୍ପ ଅଧୁରା ହୋଇ ରହିଗଲା। ସାଳନ୍ଦୀ ନଦୀବନ୍ଧ ସୁରକ୍ଷା ଲାଗି ନିବେଦନ କଲେ ବ୍ୟବସାୟୀ ଭଗତ ଗୁପ୍ତା।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ଭଦ୍ରକ ପୌରାଞ୍ଚଳ ୭ନମ୍ବର ୱାର୍ଡ଼ ସାହାପୁର ଗବସାହିରେ ସନ୍ତୋଷ ଦାସ (ଚଗୁଲୁ ) ଙ୍କ ନେତୃତ୍ଵରେ ପାଣି ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ପୌରାଞ୍ଚଳ ୨୬ନମ୍ବର ୱାର୍ଡ଼ର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛି ଜିଲ୍ଲା ପ୍ରଶାସନ, ପ୍ରଥମ ବନ୍ୟା ପରେ ଆଉ ଥରେ ବଢ଼ିପାଣି ଲୋକଙ୍କ ଘରେ ରନ୍ଧା ଖାଦ୍ୟ ଠାରୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛି ଭଦ୍ରକ ପୌରପାଳିକା।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ହଦଗଡ଼ ଡ଼୍ୟାମ ବନ୍ୟା ଜଳ ନିଷ୍କାସନ କରିଛି ଏପଟେ ଭଦ୍ରକ ଜିଲ୍ଲାରେ ତଳିଆ ଅଞ୍ଚଳରେ ବଢ଼ି ପାଣି ପଶି ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଲଗାଣ ବର୍ଷା ଜଳରେ ଭଦ୍ରକ ପୌରାଞ୍ଚଳରେ ଅନେକ ୱାର୍ଡ଼ ଏବେ ଜଳମଗ୍ନ, ଏହି ଦୃଶ୍ୟ ଭଦ୍ରକ ୧୫ନମ୍ବର ୱାର୍ଡ଼ କୁଆଂଶ ଗ୍ରାମର। ସାଳନ୍ଦୀ ପାଣି ଗ୍ରାମ ଭିତରକୁ ପ୍ରବେଶ କରିଛି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: ଲଗାଣ ବର୍ଷା ଜଳରେ ଭଦ୍ରକ ପୌରାଞ୍ଚଳରେ ଅନେକ ୱାର୍ଡ଼ ଏବେ ଜଳମଗ୍ନ, ହଦଗଡ଼ ପାଣି ଛାଡିବାରୁ କିଛି ସ୍ଥାନରେ ସାଳନ୍ଦୀ କୁଳବନ୍ଧ ଦେଇ ବନ୍ୟାଜଳ ପ୍ରବେଶ କରୁଛି ଗ୍ରାମ ଗୁଡିକକୁ।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>
ଭଦ୍ରକ: <nis:link nis:type=tag nis:id=ବାବା_ଲୋକନାଥ_ପାଣି_ଘେରରେ, nis:value=ବାବା_ଲୋକନାଥ_ପାଣି_ଘେରରେ, nis:enabled=true nis:link/> ଲଗାଣ ବର୍ଷାଜଳ ରେ ୧୦ନମ୍ବର ୱାର୍ଡ଼ ନରିପୂର୍ ରେ ଥିବା ବାବା ଲୋକନାଥଙ୍କ ମନ୍ଦିର ପରିସରରେ ବର୍ଷାଜଳ। ଜଳ ନିଷ୍କାସନ ପାଇଁ ଡ୍ରେନ ନାହିଁ ମୂଖ୍ୟ ଡ୍ରେନ ନିର୍ମାଣ କାର୍ଯ୍ୟ ପାଇଁ ଜଳ ନିଷ୍କାସନ ରେ ବାଧା। ବାବାଙ୍କ ନିତିକାନ୍ତି ରେ ବାଧା ସୃଷ୍ଟି ଦେଖିବାକୁ ମିଳିଛି।
<nis:link nis:type=tag nis:id=citykhabarbhadrak nis:value=citykhabarbhadrak nis:enabled=true nis:link/>