Public App Logo
ଦେଶୀ ଓ ବିଦେଶୀ ମଦ ଜବତ, ୦୩ ଗିରଫ 🚨 ପୋଲିସର ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଜଣାପଡ଼ିଛି। ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 📺 #ମଦଜବତ #ଗିରଫ #PoliceRaid #OdishaNews #BreakingNews #CrimeNews #RCNOdia - Bhadrak Rural News