Public App Logo
🚨🌊 ବନ୍ୟା ପାଣି ଭିତରେ ବୋଟ୍‌ରେ ମୁଖ୍ୟମନ୍ତ୍ରୀ! 🚤 ଯାଜପୁରର ବନ୍ୟାଞ୍ଚଳରେ ବୋଟ୍‌ରେ ବୁଲି ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 🌊 ଲୋକଙ୍କ ସ୍ଥିତି ଓ ବନ୍ୟା ପରିସ୍ଥିତିକୁ ନେଇ ଚାଲିଛି ସିଧାସଳଖ ଅନୁଧ୍ୟାନ। 👀 📢 ଆପଣଙ୍କ ଅଞ୍ଚଳର ବନ୍ୟା ସ୍ଥିତି କେମିତି? Comment କରନ୍ତୁ। 🔴 RCN ODIA | ସାଧାରଣ ଲୋକଙ୍କ ସ୍ୱର #RCNOdia #OdishaFlood #Jajpur #FloodUpdate #MohanCharanMajhi #OdishaNews #BreakingNews #FloodNews #Odisha #TrendingNews - Bhadrak Rural News