ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ
#Boudh #OdishaDevelopment #HealthCare #SelfReliantBoudh #OdishaSuccessStories Part 6