Public App Logo
ଭଦ୍ରକ: ପୁଣି ସକ୍ରିୟ ହେଲେଣି ଗୋ ମାଫିଆ, ପୋଲିସ ପ୍ରଶାସନ ପକ୍ଷରୁ ଚାଲିଛି ଛକ ଛକରେ ନାକା। ଏପଟେ ରାତି ଅଧରେ ଚାଲିଛି ବେଧଡକ ଗୋ ଚାଲାଣ। #citykhabarbhadrak - Bhadrak Rural News