Public App Logo
ଭଦ୍ରକ: ମୁଫ୍ତୀ-ଏ- ଆଜମ୍ ଓଡ଼ିଶାଙ୍କର ୩୨ ତମ ବାର୍ଷିକ ଉର୍ସ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ। ଭଦ୍ରକ ପୌରାଞ୍ଚଳ ମିର୍ଜାପୂର୍ ଠାରେ ଆସନ୍ତା ଅଗଷ୍ଟ ୧୭ଓ ୧୮ ତାରିଖ ବାର୍ଷିକ ଉର୍ସ ଉତ୍ସବ ପାଳିତ ହେବାକୁ ଯାଉଛି। #ciktykhabarbhadrak - Bhadrak Rural News