Public App Logo
ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ଏକ ସ୍ବତନ୍ତ୍ର ବୋଟ୍ ଯୋଗେ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭା କରିଥିଲେ। #ciktykhabarbhadrak - Bhadrak Rural News