Public App Logo
🌊 ବାସୁଦେବପୁରରେ ପୁଣି ବନ୍ୟା ଆତଙ୍କ! 🚨 ଚତୁର୍ଥ ଥର ପାଇଁ ବାସୁଦେବପୁର ଅଞ୍ଚଳକୁ ପ୍ରବେଶ କରିଛି ବନ୍ୟା ଜଳ। ବିଲ ବାଡ଼ିରେ ପଶିଛି ପାଣି, ଫଳରେ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି। 🌧️🌊 ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। ବନ୍ୟା ପରିସ୍ଥିତି ଉପରେ ରହିଛି ପ୍ରଶାସନର ନଜର। 📍 ବାସୁଦେବପୁର 🔴 ଚତୁର୍ଥ ଥର ବନ୍ୟା ଜଳ ପ୍ରବେଶ 🌊 ବିଲ ବାଡ଼ିରେ ପଶିଲା ପାଣି #ବାସୁଦେବପୁର #ବନ୍ୟା #ବନ୍ୟାଜଳ #Flood #OdishaFlood #OdishaNews #BreakingNews #ବର୍ଷା #ଜନଜୀବନ - Bhadrak Rural News