ମେଘରାଜ କଲୋନୀରେ ବାରମ୍ବାର ଚୋରି!
ମେଘରାଜ କଲୋନୀରେ ନିୟମିତ ଚୋରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଶରତ ଚନ୍ଦ୍ର ବୁରୁଦା।
ଅଞ୍ଚଳରେ ଚୋରି ଘଟଣା ଉପରେ ରୋକ୍ ଲଗାଇବା ସହ ନିକଟରେ କଳାକନା ବୁଲାଇଥିବା ଚୋରଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ଦାବି କରିଛନ୍ତି ସେ।
ସେହିପରି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ବଢ଼ାଇବା ସହ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି।
📍 ମେଘରାଜ କଲୋନୀ, କୋରାପୁଟ
#Koraput #MeghrajColony #Theft #CrimeNews #Police #KoraputNews #OdishaNews
Koraput Town, Koraput | Aug 18, 2026