Public App Logo
Profile Picture

Kuchinda tv live

@kuchindatvlive
505Followers
14Following
ଅର୍ଡାବାହାଲରେ ଭାରତୀୟ ଜନତା ପାର୍ଟି ଚୈତ୍ରା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindanews nis:value=kuchindanews nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=bjp nis:value=bjp nis:enabled=true nis:link/> <nis:link nis:type=tag nis:id=bjpodisha nis:value=bjpodisha nis:enabled=true nis:link/>
ସେବା ପକ୍ଷ, ସୁଶାସନ, ସମୃଦ୍ଧି ମହତ ଉଦ୍ଦେଶ୍ୟରେ ଅର୍ଡାବାହାଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=bjp nis:value=bjp nis:enabled=true nis:link/> <nis:link nis:type=tag nis:id=bjpodisha nis:value=bjpodisha nis:enabled=true nis:link/>
ପବିତ୍ର ଭାଦ୍ରବ ପୁର୍ଣ୍ଣିମା ଦିନ ପତ୍ରାପାଲି ରେ ଭାଗବତ ମହାପୁରାଣ ଶେଷ ଅଧ୍ୟାୟ ପାଠ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindanews nis:value=kuchindanews nis:enabled=true nis:link/> <nis:link nis:type=tag nis:id=bhagabata nis:value=bhagabata nis:enabled=true nis:link/>
କୁଚିଣ୍ଡା "ନାଟ ନାଟୁଆ" ପକ୍ଷରୁ ନୂତନ ନାଟକ ସଂକଳ୍ପ ସମାରୋହ 
କୁଚିଣ୍ଡା : ଭାଦ୍ରବ ପୂର୍ଣ୍ଣିମା ପବିତ୍ର ଭାଗବତ ଜନ୍ମ ଉତ୍ସବ ଅବସରରେ କୁଚିଣ୍ଡା କଳା ପରିଷଦ ପ୍ରାଙ୍ଗଣରେ ଏକ ନୂତନ ମଞ୍ଚ ନାଟକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମେ ପଞ୍ଚମୁଖୀ ଛକ ମା ଦୁର୍ଗା ମନ୍ଦିରରେ ଅନୁଷ୍ଠିତ ମାନସ ଅର୍ପଣ ପୂଜାର୍ଚ୍ଚନା କରାଯିବା ପରେ କଳା ପରିଷଦ, କୁଚିଣ୍ଡା ପରିସରରେ ସାଂଗଠନିକ ପ୍ରସ୍ତୁତି ଏବଂ ନାଟକର ଆଦ୍ୟ ଅଭ୍ୟାସ ଆରମ୍ଭ କରାଯାଇଛି।ସଂସ୍କୃତି ଗଙ୍ଗା (ସାଂସ୍କୃତିକ ଓ ଶୈକ୍ଷିକ ଟ୍ରଷ୍ଟ) ଆନୁକୂଲ୍ୟରେ "ନାଟ ନାଟୁଆ" ପରିବାର କୁଚିଣ୍ଡା ତରଫରୁ ମଞ୍ଚ ନାଟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହିତ କୁଚିଣ୍ଡା ଅଞ୍ଚଳରେ ମଞ୍ଚ କଳାର ବିକାଶ ପାଇଁ ସଂକଳ୍ପ କରାଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗର ଛୋଟ ବଡ଼ କଳାକାର ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।ଆଜିର ସମାରୋହରେ ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ବରିଷ୍ଠ କଳାକାର ହୃଦାନନ୍ଦ ଶର୍ମ୍ମା, ଖଗେଶ୍ୱର ସେନାପତି, ଶେଷଦେବ ପଟେଲ, ସିନେ ଅଭିନେତା ସଞ୍ଜୟ କୁମାର ପାତ୍ର, ଓମ ପ୍ରସାଦ ପଟେଲ, ଡ କୁମାର ବିକ୍ରମ ସଂଗଠକ ବିଭୂତି କଲ୍ୟାଣ ପଟେଲ, ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ, ସଂଗଠକ ମଳୟ ବେହେରା, ଅରୁଣ କୁମାର ପଟେଲ, ସୌମ୍ୟ ରଞ୍ଜନ ଧଳ, ଲୁସି ଦାସଭାୟା, ପ୍ରଫୁଲ୍ଲ କର, ଅରୁଣ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ପଟେଲ, ସୁଜିତ୍ କୁମାର ବୁଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
Kuchinda Durga Puja Peace Committee Meeting <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchindatv nis:value=kuchindatv nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindanews nis:value=kuchindanews nis:enabled=true nis:link/> <nis:link nis:type=tag nis:id=dussehra nis:value=Dussehra nis:enabled=true nis:link/> <nis:link nis:type=tag nis:id=durgapuja nis:value=durgapuja nis:enabled=true nis:link/> <nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
ଚଳିତବର୍ଷ କୁଚିଣ୍ଡା ଦଶହରା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସର୍ବାନନ ସି ଙ୍କ ସଭାପତିତ୍ବରେ ହୋଇଥିବା ବୈଠକ ରେ ପୂଜା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜନସାଧାରଣ ଯେପରି ନିରାପଦରେ ଓ ଶୃଙ୍ଖଳିତ ଭାବେ ମା'ଙ୍କ ଦର୍ଶନ ସହ ଯାତ୍ରା ଉପଭୋଗ କରିପାରିବେ ସେଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ବିଦ୍ୟୁତ୍ ସଂଯୋଗ,ସୁରକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ ଏବଂ ପରିମଳ ଓ ଅନ୍ୟାନ୍ୟ ବିଷୟରେ ବିଶେଷ ଆଲୋଚନା ହୋଇଥିଲା। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=dussehra nis:value=dussehra nis:enabled=true nis:link/>
ଧର୍ମାତ୍ମା ବିଦୁର ମନ୍ଦିର ପ୍ରତିଷ୍ଠା ଉତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
<nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> 
୯୯ତମ କୁଚିଣ୍ଡା ଦୁର୍ଗାପୂଜା ଦଶହରା ପାଇଁ ମୂର୍ତ୍ତି କାମ ଆରମ୍ଭ 
କୁଚିଣ୍ଡା :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗାପୂଜା ତଥା ପଶ୍ଚିମ ଓଡିଶା ପ୍ରସିଦ୍ଧ ଦଶହରା ପର୍ବ ପାଇଁ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ପ୍ରକାଶ ମହାରଣା କଟକ ର ମୂର୍ତ୍ତି କାରିଗର ଚଳିତ ବର୍ଷ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଛନ୍ତି। ଆଜି ଗଣେଷ ଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଗ୍ରହ ଙ୍କ ପାଳ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=dussehra nis:value=dussehra nis:enabled=true nis:link/>
<nis:link nis:type=tag nis:id=ପତ୍ରାପାଲି nis:value=ପତ୍ରାପାଲି nis:enabled=true nis:link/> <nis:link nis:type=tag nis:id=ସପ୍ତାହବ୍ୟାପୀ nis:value=ସପ୍ତାହବ୍ୟାପୀ nis:enabled=true nis:link/> <nis:link nis:type=tag nis:id=ଭାଗବତମହାପୁରାଣ_ପାଠ nis:value=ଭାଗବତମହାପୁରାଣ_ପାଠ nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=breaking nis:value=breaking nis:enabled=true nis:link/> <nis:link nis:type=tag nis:id=guruswami nis:value=guruswami nis:enabled=true nis:link/> <nis:link nis:type=tag nis:id=keshabathakura nis:value=keshabathakura nis:enabled=true nis:link/> <nis:link nis:type=tag nis:id=bipinbiharisamal nis:value=bipinbiharisamal nis:enabled=true nis:link/>
ଆଜି କୁଚିଣ୍ଡା କଂଗ୍ରେସ ପକ୍ଷରୁ କୁଚିଣ୍ଡା ବନ୍ଦ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindanews nis:value=kuchindanews nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/>
୨୪/୦୯/୨୦୨୬ <nis:link nis:type=tag nis:id=କୁଚିଣ୍ଡା nis:value=କୁଚିଣ୍ଡା nis:enabled=true nis:link/> <nis:link nis:type=tag nis:id=ବନ୍ଦ nis:value=ବନ୍ଦ nis:enabled=true nis:link/>
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=congressnews nis:value=congressnews nis:enabled=true nis:link/>
ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି; ଏକାସାଙ୍ଗରେ ବନ୍ଦେ ମାତରମ୍ ଗାନ
କୁଚିଣ୍ଡା : ସାରେ ଦେଶର ନାଗରିକଙ୍କୁ ଗୋଟାଏ ସୂତ୍ରରେ ବାନ୍ଧି ରଖିବାର ପ୍ରାୟସ ଆରମ୍ଭ କରିଛି ବିଦ୍ୟାଭାରତୀ ଅନୁଷ୍ଠାନ। ଏହି ଅବସରରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ନମାମି ଭାରତମ୍ ର କାର୍ଯ୍ୟକ୍ରମ ବିଦ୍ୟାଭାରତୀ ଯୋଜନାରେ ସାରା ଭାରତରେ ସାମୁହିକ ଭାବେ ଏକା ସମୟରେ ବନ୍ଦେ ମାତରମ୍ ଗୀତ ଗାନ କରାଯାଛି। ସେହିପରି ବିଦ୍ୟାଭାରତୀ ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସ୍ବରସ୍ବତୀ ବିଦ୍ୟାମନ୍ଦିର ପରିସରରେ ସାମୁହିକ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନେ ଏକା ସାଙ୍ଗରେ ବନ୍ଦେ ମାତରମ୍ ଗୀତ ଗାନ କରିଛନ୍ତି। କୁଚିଣ୍ଡାର ଅନେକ ବିଦ୍ୟାଳୟରେ ସାମୁହିକ ଭାବେ ବନ୍ଦେ ମାତରମ୍ ଗାନ କରାଯାଇଛି। ଭାରତ ମାତାର ବିର ପୁରୁଷ ମାନଙ୍କୁ ମନେ ପକାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷାବିତ ଉଦୟନାଥ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
ବକ୍ସମା ପଞ୍ଚୟତ ପକ୍ଷରୁ "ଏକ ପେଡ଼ ମାଁ କେ ନାମ" କାର୍ଯ୍ୟକ୍ରମ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତ ପକ୍ଷରୁ ଜମନକିରା (ବି) ଗ୍ରାମରେ "ଏକ ପେଡ ମାଁ କେ ନାମ"  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଭିନ୍ନ ପ୍ରକାରର ମୋଟ ୭୦୦ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସରସ୍ଵତୀ ଠାକୁର , ସମିତି ସଭ୍ୟ ରଶ୍ମି କୁସୁମ, ସାମ୍ବାଦିକ ସଞ୍ଜୟ ମିଶ୍ର, ସ୍ଥାନିୀୟ ୱାର୍ଡ ସଭ୍ୟ ଖତୀ ମେହେର, ପିଇଓ ରାକେଶ ପଟେଲ, ଏଡିଇଓ ସରୋଜ ଆଚାର୍ଯ୍ୟ, ଗ୍ରାମ ପଞ୍ଚାୟତର ବିଜେପି ସଭାପତି ସୋମବାର ବୁଡ଼ା, ସଞ୍ଜିବ ସାହୁ ଓ ଲୋକେଶ୍ଵର ନାୟକ, ପିଅନ  ସୁରଥ ସିଂ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏମାନଙ୍କ ସହିତ ସ୍ଥାନୀୟ ଗ୍ରାମ ସାଥୀ ଶାନ୍ତାନୁ ବୁଡ଼ା, ବକ୍ସମା ଜିପିଏଲଏଫର ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସରପଞ୍ଚ ସରସ୍ଵତୀ ଠାକୁର ଏବଂ ସମିତି ସଭ୍ୟ ରଶ୍ମି କୁସୁମ ପୂଜା ଅର୍ଚ୍ଚନା କରିବା ସହ ନାରିକେଳ ଫଟାଇ ଏହାର ଉଦ୍ଘାଟନ କରିଥିଲେ। ଏହା ପରେ ଜମନକିରା (ବି) ଗ୍ରାମ ଠାରୁ ବାଲିପଟା ପର୍ଯ୍ୟନ୍ତ ପ୍ରାୟ ଏକ କି: ମି ରାସ୍ତାରେ ବିଭିନ୍ନ ପ୍ରକାରର ୭୦୦ ଟି ଚାରା ରୋପଣ କରାଯାଇଥିଲା। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
Video 14
Video 15
ବିଶ୍ଵ ଭାତୃତ୍ବ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା କଟକ ଆନୁକୂଲ୍ୟରେ ପତ୍ରାପାଲି ଶାଖା ଠାରେ ଠାକୁର ଶ୍ରୀଶ୍ରୀ କେଶବ ଚନ୍ଦ୍ର ଙ୍କ ଆବିର୍ଭାବ ମହୋତ୍ସବ ସପ୍ତାହ ବ୍ୟାପୀ ଭାଗବତ ପାଠ ଏବଂ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ ହେଉଛି।ଏହି ପରିପ୍ରେକ୍ଷିରେ ସକାଳ ମଙ୍ଗଳ ପୂଜା,ସ୍ନାନ ପୂଜା, ପାଦୁକା ପୂଜା ପରେ ଦିନସାରା ଭାଗବତ ମହାପୁରାଣ ପାଠ, ମଧ୍ୟାହ୍ନ ପୂଜା ଖେଚୁଡ଼ି ଭୋଗ ଓ ସନ୍ଧ୍ୟାରେ ସନ୍ଧ୍ୟା ପୂଜା ଏବଂ ସତସଙ୍ଗ କାର୍ଯ୍ୟକ୍ରମ ଆଗାମୀ ୨୬ ତାରିଖ ଭାଦ୍ରବ ପୁର୍ଣ୍ଣିମା ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେଉଛି। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=keshabathakura nis:value=keshabathakura nis:enabled=true nis:link/>
ବିଜିଡ଼ି କଲେଜ ଯୁବ ରେଡକ୍ରସ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ କେଶାଇବାହାଲ ଠାରେ ଯୁବ ରେଡକ୍ରସ ଶାଖା କାଉନସିଲର ହରେଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରୀ ନିବାସ ଅଗଣା ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷ୍ୟ ଶ୍ରୀ ଦୟାସାଗର ପ୍ରଧାନ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ତଥା ଛାତ୍ରୀ ନିବାସ ଅନ୍ତେବାସୀ ମାନଙ୍କ ଗହଣ ରେ ବିଭିନ୍ନ ପ୍ରଜାତିର ଆମ୍ବ ଗଛ, ଲିଚୁ, ପିଜୁଳି ଓ ନଡ଼ିଆ ଗଚ୍ଛ ରୋପଣ କରି ଥିଲେ ।କେଶାଇବାହାଲ ଅଞ୍ଚଳର ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ରବିନ୍ଦ୍ର କୁମାର ଦାସ, ତୁଳସୀ ମଞ୍ଜରୀ ବହିଦାର୍, ପଣ୍ଡିତ ଅଲେଖ କୁମାର ପତି, ପ୍ରଭାତ ନାଏକଙ୍କ ସମେତ କଲେଜର କର୍ମଚାରୀ ବୁଦ୍ଧଦେବ କିଷାନ, ଅଶ୍ୱନୀ ବାଘ ଓ ସତ୍ୟଭାମା ମାଝୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଘରେ ନିଜ ଜନ୍ମ ଦିନ ମାନଙ୍କରେ ସ୍ଵତନ୍ତ୍ର ଭାବେ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ l
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=weather nis:value=weather nis:enabled=true nis:link/>
କୁଚିଣ୍ଡା ପାରୁଆଭାଡି ନୁଆଁଖାଇ ଭେଟଘାଟ ରେ ପଦ୍ମଶ୍ରୀ ହଳଧର ନାଗ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=nuakhaijuhar nis:value=NuakhaiJuhar nis:enabled=true nis:link/>
<nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> 
Incredible youth club Paruabhadi ପକ୍ଷରୁ ଅଷ୍ଟମ ନୁଆଁଖାଇ ଭେଟଘାଟ <nis:link nis:type=tag nis:id=paruabhadi nis:value=paruabhadi nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=umakantbarik nis:value=umakantbarik nis:enabled=true nis:link/>
Grand welcome for Umakanta Barik at Paruabhadi Nuakhai bhetghat <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=umakantbariksong nis:value=umakantbariksong nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=paruabhadi nis:value=paruabhadi nis:enabled=true nis:link/> <nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/> <nis:link nis:type=tag nis:id=nuakhai nis:value=nuakhai nis:enabled=true nis:link/>
MAA ISTADEVI MELODY GROUP PARUABHADI <nis:link nis:type=tag nis:id=umakantbariksong nis:value=umakantbariksong nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/> <nis:link nis:type=tag nis:id=viralvideoシ nis:value=viralvideoシ nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=dance nis:value=dance nis:enabled=true nis:link/>
Paruabhadi Umakant barik Sambalpuri Melody <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=paruabhadi nis:value=paruabhadi nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=umakantbariksong nis:value=umakantbariksong nis:enabled=true nis:link/> <nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/>
UMAKANT BARIK MAA ISTADEVI MELODY GROUP PARUABHADI, KUCHINDA <nis:link nis:type=tag nis:id=paruabhadi nis:value=Paruabhadi nis:enabled=true nis:link/> <nis:link nis:type=tag nis:id=umakantabarik nis:value=umakantabarik nis:enabled=true nis:link/> <nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/> <nis:link nis:type=tag nis:id=nuakhai nis:value=nuakhai nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>