ଚଳିତବର୍ଷ କୁଚିଣ୍ଡା ଦଶହରା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସର୍ବାନନ ସି ଙ୍କ ସଭାପତିତ୍ବରେ ହୋଇଥିବା ବୈଠକ ରେ ପୂଜା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜନସାଧାରଣ ଯେପରି ନିରାପଦରେ ଓ ଶୃଙ୍ଖଳିତ ଭାବେ ମା'ଙ୍କ ଦର୍ଶନ ସହ ଯାତ୍ରା ଉପଭୋଗ କରିପାରିବେ ସେଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ବିଦ୍ୟୁତ୍ ସଂଯୋଗ,ସୁରକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ ଏବଂ ପରିମଳ ଓ ଅନ୍ୟାନ୍ୟ ବିଷୟରେ ବିଶେଷ ଆଲୋଚନା ହୋଇଥିଲା। #kuchindatvlive #kuchinda #dussehra